ଢେଙ୍କାନାଳ : ଫଶିଗଲେ ସଂସ୍କୃତି ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୁରୁ ସ୍ୱାଇଁଙ୍କ ଘରେ ଚଢାଉ କରାଯାଇଛି। ସଂସ୍କୃତି ଅଧିକାରୀଙ୍କ ଢେଙ୍କାନାଳ ଅଫିସ୍ରେ ଚଢାଉ ଓ ସରକାରୀ ବାସଭବନରେ ରେଡ୍ କରାଯାଉଛି।
ଏହାସହ ଭୁବନେଶ୍ୱରର ୨ଟି, ବ୍ରହ୍ମପୁରରେ ଥିବା ପୈତୃକ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି।
