କଟକ : କଟକର ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦ୍ରସୂର୍ଯ୍ୟ ରାଉତ ଓରଫ ବବି ଗିରଫ । କଟକ ସଦର ଥାନା ପୋଲିସ ତାକୁ ଗିରଫ କରିଛି । ତା ନିକଟରୁ ଜବତ ହୋଇଛି ୯ ଏମ୍ଏମ୍ ଦେଶୀ ବନ୍ଧୁକ ଓ ୩୭ଟି ଅଫୁଟା ଗୁଳି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ।
Recover your password.
A password will be e-mailed to you.