Odia News Portal

ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

କଟକ: କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ ହୋଇଛି ।

ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଆହତ ଜିତୁକୁ SCB ମେଡ଼ିକାଲରେ ଭର୍ତ୍ତି କରାଯାଇଛି