ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଦକ୍ଷିଣ ଦିଲ୍ଲୀରେ କୌଣସୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ ।
ପ୍ରାର୍ଥୀଙ୍କ ନାମ ଏବଂ ଲୋକସଭା କ୍ଷେତ୍ର
ନାମ ଲୋକସଭା କ୍ଷେତ୍ର
ଜେପି ଅଗ୍ରୱାଲ ଚାନ୍ଦନୀଚୌକ
ଅଜୟ ମାକନ ନୂଆଦିଲ୍ଲୀ
ମହାବଳ ମିଶ୍ର ପଶ୍ଚିମ ଦିଲ୍ଲୀ
ରାଜେଶ ଲିଲୋଥିୟା ଉତର-ପଶ୍ଚିମ ଦିଲ୍ଲୀ
ଶିଲା ଦୀକ୍ଷିତ ଉତର ପୂର୍ବ ଦିଲ୍ଲୀ
ଅରବିନ୍ଦର ସିଂ ଲଭଲୀ ପୂର୍ବ ଦିଲ୍ଲୀ