ନୂଆଦିଲ୍ଲୀ() ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣନ କରୁଛି। ଜ୍ଜଳା ଯୋଜନା ଦ୍ବାରା ଭାରତର କୋଟି କୋଟି ମହିଳା ଉପକୃତ ହେଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ସରକାର ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳା ପାଇଁ ଖୁସି ଖବର ଆଣିଛି। ମୋଦି ସରକାର ପୁଣି ଏକ ଖୁସି ଖବର ଉତ୍ତରପ୍ରଦେଶବାସୀଙ୍କ ପାଇଁ ଘୋଷଣା କରିଛନ୍ତି।
ପୂର୍ବରୁ ଥିବା ଦାମଠାରୁ ବହୁତ କମ୍ ଦାମରେ ମିଳିବ ବୋଲି ମୋଦି ସରକାର ଘୋଷଣା କରିଛନ୍ତି। ପାଇପ ଲାଇନ ମାଧ୍ୟମରେ ଘରେ ଘରେ ଉପଭୋକ୍ତା ଗ୍ୟାସ ପାଇ ପାରିବେ। ଉଜ୍ଜଳା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ମହିଳାଙ୍କୁ ମାତ୍ର ୩୨୮ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛି।
