Odia News Portal

ଦେଶୀ ମଦ ଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

ଗାଙ୍ଗପୁର : ମଦ ବିରୋଧରେ ତାତିଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନରେ ଥିବା ନେଟଙ୍ଗା ଗ୍ରାମର ଶତାଧିକ ମିହିଳା । ଗାଁରେ ଥିବା ସରକାରୀ ଦେଶୀ ମଦ ଭାଟିଗୁଡିକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ମହିଳା । ଏଥିସିହତ ନିଜ ପଞ୍ଚାୟତକୁ ମଦ ମୁକ୍ତ କରିବାପାଇଁ ଦେଇଛନ୍ତି ନାରା । ଗ୍ରାମରେ ମଦ ବିକ୍ରିକୁ ବାରଣ କରାଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।