Odia News Portal

ବିଶ୍ୱକପ ହକି ପାଇଁ ସରକାରୀ ଛୁଟି

ବିଶ୍ୱକପ ହକି ପାଇଁ ଭୁବନେଶ୍ୱର ଓ କଟକରୁ ଠାରୁ ଆରମ୍ଭ କରି ସାରା ଓଡିଶା ସଜେଇ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନ ଉସ୍ôବ ଅନୁÂିତ ହେଉଛି । ଏଥି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁÂାନ ସମ୍ପୁର୍ଣୃୂ ବନ୍ଦ ରହିବ ଏବଂ ଅନ୍ୟାନ୍ୟ ସରକାରୀ ଅଫିସ ଦିନ ଗୋଟାଏ ଠାରୁ ବନ୍ଦ ରହିବ । ସେହିପରି ୨୮ ତାରିଖ ଦିନ କଟକ ସମେତ ରାଜ୍ୟର ସବୁ ଅଂଚଳରେ ଅପରାହ୍ନ ୧.୩୦ରୁ ଛୁଟି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡିଛି ।