Odia News Portal

ବେଆଇନ ଗୋଚାଲାଣ, ୧୨ ଗିରଫ

ରାଜନଗର : ରାଜନଗରରେ ୧୨ ଗୋଚାଲାଣକାରୀ ଗିରଫ। ବିଳମ୍ବିତ ରାତିରେ ବେଆଇନ ଗୋଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି। କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳ ପୋଲିସକୁ ଖବର ଦେଇଥିଲା।

ପରେ ପୋଲିସ ଚଢାଉ କରି ୧୨ଜଣ ଗୋଚାଲାଣକାରୀଙ୍କୁ ଗିରଫ କରିବା ସହ କଣ୍ଟେନରରେ ଚାଲାଣ ହେଉଥିବା ୨୫ରୁ ଅଧିକ ଗୋରୁ ଓ ଷଣ୍ଢ ଉଦ୍ଧାର। ଗୋଟିଏ ବୋଲେରୋ ମଧ୍ୟ ଜବତ କରିଛି ପୋଲିସ।