Odia News Portal

କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ

ସ୍ଵରାଷ୍ଟ୍ର ବିଭାଗ – 5847.96 କୋଟି
ସାଧାରଣ ପ୍ରଶାସନ ଓ ଅଭିଯୋଗ – 471.06 କୋଟି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା – 1278.81 କୋଟି
ଆଇନ୍ ବିଭାଗ – 491 କୋଟି
ଅର୍ଥ ବିଭାଗ- 53,846.14 କୋଟି
ବାଣିଜ୍ୟ ବିଭାଗ – 122.32କୋଟି
ନିର୍ମାଣ ବିଭାଗ- 6,586.70 କୋଟି
ଓଡ଼ିଶା ବିଧାନସଭା – 122.69 କୋଟି
ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ- 1,097.68 କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- 18,279.82 କୋଟି
ପଛୁଆ ବର୍ଗ କଲ୍ୟାଣ – 3,606.20 କୋଟି
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ – 9,164.26 କୋଟି
ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ-5,802.58 କୋଟି
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା-198.56 କୋଟି
କ୍ରୀଡ଼ା ଓ ଯୁବ ସେବା ବିଭାଗ- 405.29 କୋଟି
ଯୋଜନା ଓ ସଂଯୋଜନା ବିଭାଗ- 1,467.66 କୋଟି
ପଂଚାୟତିରାଜ ଓ ପାନୀୟ ଜଳ -19,800.54 କୋଟି
ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗ- 2.07 କୋଟି
ଶିଳ୍ପ ବିଭାଗ -405.64 କୋଟି
ଜଳସମ୍ପଦ ବିଭାଗ ପାଇଁ – 8,266.85 କୋଟି
ପରିବହନ ବିଭାଗ – 839.58 କୋଟି
ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ 988.74 କୋଟି
କୃଷି ଓ କୃଷକ ସଶକ୍ତିକର ବିଭାଗ – 5,718.77 କୋଟି
ଇସ୍ପାତ ଓ ଖଣି ବିଭାଗ ପାଇଁ 134.69 କୋଟି
ସୂଚନା ଓ ଲୋକସମ୍ପକ ବିଭାଗ – 106.59 କୋଟି
ଅବକାରୀ ବିଭାଗ ପାଇଁ 128.88 କୋଟି
ବିଜ୍ଞାନ ଓ ବୈଷୟିକ ବିଭାଗ ପାଇଁ 63.30 କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ 5,489.09 କୋଟି
ସଂସଦୀୟ ବ୍ୟାପାର ବିଭାଗ ପାଇଁ 75.19 କୋଟି
ଶକ୍ତି ବିଭାଗ ପାଇଁ 1,798.88 କୋଟି
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପାଇଁ 162.91କୋଟି
ପର୍ଯ୍ୟଟନ ବିଭାଗ ପାଇଁ 500.31 କୋଟି
ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ବିଭାଗ ପାଇଁ 1,415.39 କୋଟି
ସମବାୟ ବିଭାଗ ପାଇଁ 1,641.27 କୋଟି
ସରକାର ଉଦ୍ୟୋଗ ବିଭାଗ ପାଇଁ 8.78 କୋଟି
ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପାଇଁ 3,905.75 କୋଟି
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପାଇଁ 198.9 କୋଟି
ଉଚ୍ଚଶିକ୍ଷା ବିଭାଗ ପାଇଁ 2,416.63 କୋଟି
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ 664.04 କୋଟି
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପାଇଁ 465.42କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ 2,767.15 କୋଟି
ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ 3,110.37 କୋଟି
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ 135.42 କୋଟି