୮ ବର୍ଷ ହେଲା ଚାଚାଙ୍କୁ ଟିକେଟ ପଠାଉଛନ୍ତି ଧୋନି
ଧୋନି ଏବଂ କରାଚୀରେ ଜନ୍ମ ହୋଇଥିବା ତାଙ୍କର ଜଣେ ପ୍ରଶଂସକଙ୍କ ସମ୍ପର୍କ ୨୦୧୧ ବିଶ୍ୱକପ ସେମି ଫାଇନାଲ ସମୟରେ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଏହି ସମ୍ପର୍କ ଆହୁରି ଆହୁରି ମଜବୁତ ହୋଇ ଚାଲିଲା । ଉଭୟଙ୍କ ସମ୍ପର୍କ ଅତି ନିବିଡ । ବସିର ଚାଚା ଧୋନିଙ୍କ ବହୁତ ବଡ ପ୍ରଶଂସକ ।

