Odia News Portal

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନବରଙ୍ଗପୁରର ପରିଚୟ ମହମ୍ମଦ ବାଜି ଆଉ ନାହାନ୍ତି

ନବରଂଗପୁର : ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ଆଜି ପରଲୋକ ଘଟିଛି । ନବରଂଗପୁରସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା ।