Odia News Portal

ଆସନ୍ତାକାଲି ଶପଥ ନେବେ ନୀତୀଶ

ବିହାର() ବିହାରରେ ବିଜୟ ଲାଭ କରିଥିବା ଏନଡିଏ ବିଧାୟକ ଦଳର ନେତା ହୋଇଛନ୍ତି ନୀତୀଶ କୁମାର । ଆଜି ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେବେ ବୋଲି ସୂଚନା ମିଳିଛି । ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତୀଶ ।