ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି । ଏହି ୱେବସାଇଟ ଜରିଅାରେ ଘରେ ବସି କରିପାରିବେ ଆବେଦନ ।
www.bhubaneswarcuttackpolice.gov.in
