Odia News Portal

ପୋଲିସ ଡିଜିଙ୍କ ମହାନତା

ଭୁବନେଶ୍ୱର () ମାନବିକତା ଦେଖାଇଲେ ପୋଲିସ ଡିଜି ଅଭୟ । ଆଜିଲୋକସେବା ଭବନରେ କାର୍ୟ୍ୟରତ ଜଣେ କଳିଙ୍ଗ ଟିଭିର ଭିଡ଼ିଓ ଜରନାଲିଷ୍ଟ ପପୁ ସୂଟିଂ କରୁଥିବା ସମୟରେ ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ। ଏହାକୁ ଦେଖି ସାମ୍ନାରେ ଥିବା ପୋଲିସ ଡିଜି ଅଭୟ ତୁରନ୍ତ ତାକୁ ଉଠାଇବାରେ ସାହାଯ୍ୟ କରିଥିଲେ। ତାଙ୍କର ଏହି ମହାନତା ପାଇଁ ଲୋକସେବା ଭବନରେ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶଂସା କରିଛନ୍ତି ।