ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରର ପରିଦର୍ଶନ ସମୟ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ବଦଳିଥିବା ସୂଚନା ମିଳିଛି । ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟମନ୍ଦିର ।
ସନ୍ଧ୍ୟା ୭ଟା ପରିବର୍ତ୍ତେ ୬ଟା ୩୦ଯାଏଁ ଲାଇଟ ଆଣ୍ଡ ସାଉଣ୍ଡ ଶୋ ଚାଲିବ । ନୂଆ ନିୟମ ଆଜିଠାରୁ ଫେବ୍ରୁଆରି ୨୮ତାରିଖ ଯାଏଁ ଲାଗୁ ହେବ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସନ୍ଧ୍ୟା ୭ଟାରୁ ଲାଇଟ ଆଣ୍ଡ ସାଉଣ୍ଡର ଡବଲ ଶୋ ହେଉଥିଲା ।
