ପୁରୀ : ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଭାରତ ଗସ୍ତ ଆସିଥିବା ବେଳେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ତାଙ୍କ ମାଟିଆପଡା ସ୍ଥିତ ବାସଭବନରେ ମାଟିପାତ୍ରରେ ନିର୍ମାଣ କରିଛନ୍ତି । ଡୋନାଲ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିମୂର୍ତ୍ତୀ ।
ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ସୂଚନା ମୁତାବକ ଏହି କଳାକୃତି ନିର୍ମାଣ ପାଇଁ ୪ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା।