Odia News Portal

୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଭୁବନେଶ୍ବର: ରାଜଧାନୀରେ ଧଳା ଜହର ମାୟା। ଜବତ ହେଲା ୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର । ଜଣେ ବି-ଟେକ୍‌ ଛାତ୍ରଙ୍କ ଠାରୁ ୮୩ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଭୁବନେଶ୍ୱର ସାଲିଆ ସାହିରୁୁ ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଚୋରା ଚାଲାଣ ଅଭିଯୋଗରେ ଜଣେ ବି-ଟେକ୍‌ ଛାତ୍ରଙ୍କୁ ଗିରଫ କରାଯାଇଛି।