Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଏକ ସୁନ୍ଦର ମୂହୁର୍ତ୍ତ ଥିଲା

ଭୁବନେଶ୍ୱର ଠାରେ ଅନୁÂିତ ବିଶ୍ୱକପ ହକିର ଉଦଘାଟନ ଉସ୍ôବରେ ଯୋଗଦେଇ ଫେରିବା ପରେ ଅଭିନେତା ସାରୁକ ଖାଁ ତାଙ୍କ ଟୁଇଟରେ ହକି ଖେଳାଳି ମାନଙ୍କୁ ଶୁଭେଛା ଜଣାଇ ଚକ ଦେ ଇଣ୍ଡିଆ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଉସ୍ôବରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ତାଙ୍କ ପାଇଁ ଏକ ସୁନ୍ଦର ମୂହୁର୍ତ୍ତ ଥିଲା । ଏହା ସହିତ ସେ ଓଡିଶାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।