Odia News Portal

ପସାରଦା ଚିଟ ଫଣ୍ଡ ଘଟଣା, ବଦଳି ହେଲେ କୋଲକାତା ପୋଲିସ କମିଶନର

ଗତ କିଛି ହେଲା ଚର୍ଚ୍ଚାରେ ରହିଥିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର ଜ୍ଝ ସାରଦା ଚିଟ ଫଣ୍ଡ ମାମଲାର ତଦନ୍ତ ବେଳେ ମମତା ବାନାର୍ଜୀଙ୍କ ଘରେ ଚଢ଼ାଉ ବେଳେ ମମତା ବାନାର୍ଜୀଙ୍କୁ ସୁରକ୍ଷା ଦେଇ ବିବାଦୀୟ ହୋଇପଡିଥିଲେ ରାଜୀବ କୁମାର ଜ୍ଝ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର ଉଓଊ ବିଭାଗକୁ ବଦଳି କରି ଦିଆଯାଇଛି ଜ୍ଝ
ରାଜୀବ କୁମାର ଗତ ୩ ବର୍ଷ ହେଲା କୋଲକାତା ପୋଲିସ କମିଶନର ଭାବେ କାର୍ୟ୍ୟରତ ଥିଲେ ଜ୍ଝ ଲୋକସଭା ନିର୍ବାଚନ ପୂର୍ବରୁ ରାଜୀବ କୁମାରଙ୍କୁ ବଦଳି କରାଯାଇଛି ଜ୍ଝ ରାଜୀବ କୁମାରଙ୍କୁ ଉଓଊ ର ଅତିରିକ୍ତ ଡିଜି ଭାବେ ନିୟୋଜିତ କରାଯାଇଛି ଜ୍ଝ ସୂଚନାଯୋଗ୍ୟ ଯେ, କୋଲକାତା ପୋଲିସ କମିଶନର ସ୍ଥରରେ ଅଦଳବଦଳ କରାଯାଇଛି ଜ୍ଝ ଆଜି କୋଲକାତାର ନୂଆ ପୋଲିସ କମିଶନର ଚୟନ କରାଯିବ ଜ୍ଝ