Odia News Portal

ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ

ଭୁବନେଶ୍ୱର : ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ । ସମ୍ବଲପୁରରେ ଚାଲିଥିବା ଏନ୍‌ଜିଓ ବିଶ୍ୱର ମୁଖ୍ୟ ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ପୂର୍ବରୁ କ୍ଷୀରୋଦଙ୍କୁ ଇଓଡବ୍ଲୁ ଗିରଫ କରିଥିଲା ।

ମୁମ୍ବଇ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ କ୍ଷୀରୋଦଙ୍କୁ ଗିରଫ କରିଛନ୍ତି । କ୍ଷୀରୋଦ ମଲ୍ଲିକଙ୍କ ପୁଅ ଦେବବ୍ରତ ମଧ୍ୟ ଗିରଫ ହୋଇଛନ୍ତି । ପୂର୍ବରୁ ଚିଟ୍‌ଫଣ୍ଡ ମାମଲାରେ କ୍ଷୀରୋଦ ଗିରଫ ହୋଇଥିଲ ।