ନାସାର ଚିପ୍ ‘ଜିମ ବ୍ରିଡେନ ଷ୍ଟିନ’ ଓକଲାହୋମରେ ରୋବଟିକ୍ସର ଏକ କାର୍ଯ୍ୟକ୍ରମରେ ମାନିଲେ କି ପ୍ଲୋଟ ଗୋଟିଏ ଗ୍ରହ । ନିକଟରେ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ନାସା ଚିପ୍ ଜିମ ଏକ ଭାଷଣ ଦେଇଥିଲେ ସେଥିରେ ସେ କହିଛନ୍ତି ଅନେକ ଲୋକ ପ୍ଲୋଟ ଗ୍ରହ କି ନୁହେଁ ସେ ବିଷୟରେ ଚର୍ଚ୍ଚା କରୁଛନ୍ତି । କିନ୍ତୁ ନାସାର ଆଡମିନିଷ୍ଟେ୍ରସନ ପ୍ଲୋଟକୁ ପୁଣି ଗ୍ରହରେ ସାମିଲ କରିଛନ୍ତି ବୋଲି ଜିମ କହିଛନ୍ତି । ଆଉ ମୁଁ ବି ପିଲାଦିପରୁ ଏହା ଶୁଣିଛି, ପଢିଛି ଓ ଏହିି କଥାରେ ସହମତ ଅଛି କି ପ୍ଲୋଟ ଏକ ଗ୍ରହ । ତେବେ ଏହି ସୂଚନାରୁ ଜଣାପଡୁଛି ବି ପ୍ଲୋଟ ଏକ ଗ୍ରହ ।
