ସୋନୁଙ୍କୁ ପ୍ରେମିକା ଲାଗି ଆଇଫୋନ ମାଗିଲେ ଯୁବକ
ମୁମ୍ବାଇ: ଅଜବ ପ୍ରେମିକ । ପ୍ରେମିକାକୁ ଆଇଫୋନ ଦେବା ଲାଗି ସୋନୁ ସୁଦଙ୍କୁ ମାଗିଲା ସହାୟତା । ନିଜ ଟ୍ୱିଟର ଆକାଉଣ୍ଟରେ ସୋନୁଙ୍କୁ ଟ୍ୱିଟ୍ କରିଛନ୍ତିି ଜଣେ ଯୁବକ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇଞ୍ଜିନିୟର ଲଡକା ନାମକ ଜଣେ ୟୁଜର୍ସ ସୋନୁଙ୍କ ଲେଖିଛନ୍ତି!-->…
