Odia News Portal

ଈଶ୍ୱର ବେହେରାଙ୍କୁ ଆଜୀବନ ସଜ୍ଜା

ବାଲେଶ୍ୱର: ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଆଇଏସଆଇ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଈଶ୍ୱରଙ୍କର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ

ଖୋଲିଲା ମୁଣ୍ଡବିହୀନ ମହିଳାଙ୍କ ମର୍ଡର ମିଷ୍ଟ୍ରି

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ହଟିଛି | ପ୍ରେସମିଟ ଜରିଆରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ |ପୋଲିସ କମିଶନର କହିଥିଲେ କି,ଏହା ଏକ ଜଘନ୍ୟ ଓ ରହସ୍ୟମୟୀ ହତ୍ୟାକାଣ୍ଡ ଥିଲା | ମୃତ ମହିଳାଙ୍କ ପରିଚୟ ଜାଣିବା ଆମ ପାଇଁ ସବୁ ଠାରୁ ବଡ

ଗଣ୍ଡି, କଟାମୁଣ୍ଡର ହେବ ଡିଏନ ପ୍ରୋଫାଇଲିଂ

ଭୁବନେଶ୍ୱର: ଚନ୍ଦକା ଦାସପୁର ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ପୋଷ୍ଟମର୍ଟମ ପାଇଁ ପଠାଗଲା ଜବତ କଟାମୁଣ୍ଡ | ଗଣ୍ଡି ଏବଂ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ତାହା ପରୀକ୍ଷା କରାଯିବ | ଜବତ ଗଣ୍ଡି ଏବଂ ମୁଣ୍ଡ ମୃତ ମହିଳାଙ୍କର କି ନୁହଁ ତାହା ଡିଏନ ପ୍ରୋଫାଇଲିଂ ଦ୍ୱାରା ଜଣାଯିବ |

ଗଣ୍ଡିର ୨କିମି ଦୂରରେ ମିଳିଲା ମୁଣ୍ଡ…

ଭୁବନେଶ୍ୱର: ପୋଲିସକୁ ମିଳିଲା ମହିଳାଙ୍କ କଟାମୁଣ୍ଡ | ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ମୁଣ୍ଡବିହୀନ ମହିଳାଙ୍କ ଶବ ମିଳିବା ଘଟଣାରେ ପୋଲିସ ହାତରେ ବଡ ସଫଳତା | ହତ୍ୟା ଘଟଣାର ଅଧିକ ଛାନଭିନ ପାଇଁ ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ ପରେ ପୋଲିସ ମହିଳାଙ୍କ କଟା ମୁଣ୍ଡକୁ

ମୁଣ୍ଡବିହୀନ ମହିଳାଙ୍କ ମର୍ଡର ମିଷ୍ଟ୍ରି, ୨ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରୁ ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସ ହାତରେ ବଡ ସଫଳତା | ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିବା ସମୟରେ ଘଟଣାରେ ୨ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ତେବେ ଘଟଣାରେ ଅଧିକ ଛାନଭିନ ପାଇଁ ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ

ଏନଏମଏକୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟର ଚିଠି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ବାଇ ଲ’ ପ୍ରତ୍ୟାହାର ଦାବି ଜୋରଧରିଛି |ମନ୍ଦିର ସମ୍ପର୍କିତ ଏନଏମଏ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଚେୟାର ମ୍ୟାନଙ୍କ ବିନା ପରାମର୍ଶରେ ଏଭଳି ନିଷ୍ପତ୍ତି ନ ନେବାକୁ ଚିଠିରେ ଉଲ୍ଲେଖ

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରୁ ଅନ୍ଧାରୁଆରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ଏବେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ

ଉଦ୍‌ଘାଟନ ହେବ ହିଞ୍ଜିଳିକାଟୁର ବହୁ ପ୍ରକଳ୍ପ

ହିଞ୍ଜିଳିକାଟୁ: ଗଞ୍ଜାମର ହିଞ୍ଜିଳିକାଟୁରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରକଳ୍ପର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା