Odia News Portal

ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ

ଭୁବନେଶ୍ବର()   ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ଅତିପ୍ରବଳ ଓ ଲଗାଣ ବର୍ଷାର ସମ୍ଭାବନା ନାହିଁ। ତଥାପି ଆଗାମୀ ୪୮ ମଧ୍ୟରେ ଅର୍ଥାତ୍‌ ଆଜି ଅପରାହ୍ନ ଠାରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି…

ବର୍ଷକ ପାଇଁ ଆଡମିସନ, ରି-ଆଡମିସନ ଫି ମାଫ୍

ଶିକ୍ଷାନୁଷ୍ଠାନମାନଙ୍କୁ କଡା ନିର୍ଦ୍ଦେଶ । କରୋନା ମହାମାରୀ ପାଇଁ ଆଉ ମାଗିପାରିବେନି ଫିସ୍ । ଏପରିକି ସ୍କୁଲ ଫି ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଭାବକମାନଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ…

ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ବର : ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଞ୍ଚଳରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ବ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ, ରବର ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ…

ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କୁ କରୋନା

ନବରଙ୍ଗପୁର() ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ନବରଙ୍ଗପୁର ଉମରକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ…

ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷରୁ ଉଦ୍ଧ୍ୱର୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିିଥିବା ନେଇ ସୂଚନା ମିଳିଛି । ତେଣୁ ଏହି କରୋନା ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା କରୁଥିବା ସମସ୍ତ ସ୍ୱାସ୍ଥ୍ୟ…

ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ() ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ କରୁଥିବା ଏନସିବି ଦ୍ୱାରା ଗିରଫ ହୋଇଛନ୍ତି । ଡ୍ରଗ୍ସ କାରବାର ଲିଙ୍କରେ ରିଆଙ୍କୁ କରାଯାଇଛି । ଏନେଇ ଗତ ୩ ଦିନ ହେବ ରିଆଙ୍କୁ ଏନସିବି ପଚରାଉଚରା କରୁଥିଲା ।…

ଦୋଷ ଲଦୁଛି ଚାଇନା ସେନା

ନୂଆଦିଲ୍ଲୀ() ସୋମବାର ବିଳମ୍ବିତ ରାତିରେ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଗୁଳିବିନିମୟକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଗୁଳିବିନିମୟ ଘଟଣା ନେଇ ଚୀନ୍‌ ଭାରତକୁ ଦାୟୀ କରିବା ପରେ ଏନେି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ଭାରତୀୟ ସେନା…

୨୪ ଘଣ୍ଟା ନପୁରୁଣୁ ରାଜଧାନୀରେ ବ୍ୟାଙ୍କ ସାମ୍ନାରୁ ପୁଣି ଲୁଟ୍‌

ଭୁବନେଶ୍ୱର() ସୋମବାର ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ଲୁଟ୍‌ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଇଣ୍ଠିଆନ୍ ଓଭରସିଜ୍‌ ବ୍ୟାଙ୍କ ସାମ୍ନାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌ । ଅପରାଧ ରୋକିବା ପାଇଁ ଦିନ ରାତି…

ଶାଶୁ ଘରେ ରହି ମାମଲା ଲଢ଼ିବେ ବର୍ଷା

କଟକ()  ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଆଜି ବର୍ଷାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ରାମକୃଷ୍ଣ ରଥ ସୂଚନା ଦେଇ କହିଛନ୍ତି ଯେ ଶାଶୁ ଘରେ ହିଁ ବର୍ଷା…

ଟ୍ୱିଟ୍‌ ଯୋଗେ ଜିଲ୍ଲାପାଳଙ୍କ ଅପିଲ

ବ୍ରହ୍ମପୁର () ଗଞ୍ଜାମରେ କିଛି ସପ୍ତାହ ହେଲା କରୋନା ସଂକ୍ରମଣ ସଂଖ୍ୟା ଦିନ ହେବ କମିବାରେ ଲାଗିଛି। କିଛି ଦିନ ପୂର୍ବରୁ  ରେଡ଼ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ପରେ ସଂକ୍ରମଣ ଗ୍ରାଫ ତଳକୁ ମୁହାଁ ହୋଇଛି। କିନ୍ତୁ କରୋନା ସ୍ଥିତି…