Odia News Portal

ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପଦାନ

ଚିଲିକା() ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ହୋଇଛି । ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ଶୁଭେଚ୍ଛୁ ବାଣପୁର ବ୍ଲକ୍‌ ସଲପଡ଼ିହ ଗାଁର ମା’ ପାଣ୍ଡବାଶୁଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ…

ସୋମବାରଠୁ ଦୂରଦର୍ଶନରେ ପଢ଼ିବେ ଯୁକ୍ତ-୨ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆସନ୍ତା ୭ ତାରିଖରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ହେବ। କ୍ଲାସ୍‌ ଦିନ ୧୦ଟାରୁ ଆରମ୍ଭ ହେବ। ଦୈନିକ ୧ ଘଣ୍ଟା କ୍ଲାସ୍‌ ହେବ। ଯାହା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରଣ କରାଯିବ…

ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ମଦ

ଆପଣ ବଜାରରେ ଅନେକ ପ୍ରକାରର ମଦ ଦେଖିଥିବେ ଓ କିଣିଥିବେ । ଦଶ ହଜାରରୁ କୋଡିଏ ହଜାର ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମଦ ଦୋକାନରେ ଉପଲବ୍ଧ ରହୁଛି । କିନ୍ତ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମଦର କଣ ହୋଇପାରେ? ୟୁରୋପୀୟ ଦେଶ ହଙ୍ଗରୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଟୋକେଜରେ…

ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ

ଝାରସୁଗୁଡା : ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ। ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୂନିଟ -୩ର ଆଶ୍ ହାଣ୍ଟିଙ୍ଗ୍ ପ୍ଲାଣ୍ଟର ହପର ଖସିଯିବାରୁ ୪ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଏହି ଶ୍ରମିକଙ୍କ ଦେହରେ ଗରମ ପାଉଁଶ  ପଡିଯାଇଥିବାରୁ ଏମାନେ ଗୁରୁତର ଆହତ ହୋଇପଡିଥିଲେ। ପ୍ରଥମେ ସେମାନଙ୍କୂ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଅଧିକାଂଶ ସମୟ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି ।…

୧୨ରୁ ଚାଲିବ ୮୦ଟି ନୂଆ ସ୍ପେଶାଲ ଟ୍ରେନ୍‌, ଚଳିତମାସ ୧୦ରୁ ଆରମ୍ଭ ହେବ ରିଜର୍ଭେସନ୍‌

ରେଳବିଭାଗ ୧୨ ସେପ୍ଟେମ୍ବରରୁ ୮୦ଟି(୪୦ ଯୋଡ଼ା) ନୂଆ ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ଘୋଷଣା କରିଛି। ଏଥିପାଇଁ ସେପ୍ଟେମ୍ବର ୧୦ରୁ ରିଜର୍ଭେସନ୍‌ ଆରମ୍ଭ ହେବ। ରେଲୱେ ବୋର୍ଡର ଚେୟାରମ୍ୟାନ୍‌ ବିନୋଦ କୁମାର ଯାଦବ ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରାଳୟ ପୂର୍ବରୁ କେତେକ ଶ୍ରମିକ…

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମାଜିକ କର୍ମୀ

ଭୁବନେଶ୍ବର : ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାମାଜିକ କର୍ମୀ ତଥା ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦାଶିବ ଜେନା। ପ୍ରଥମେ କୁନି କୁନି ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ରୁ ଆରମ୍ଭ କରିଥିଲେ ନିଜର ଜନ୍ମଦିନ। ଏହି ଅବସରରେ ସମର୍ପିତ ଓ…

ଭୁବନେଶ୍ୱରରୁ ଆଉ ୪୦୯ ପଜିଟିଭ, ରାଜଧାନୀରେ ପଜିଟିଭଙ୍କ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୨ ଓ ସ୍ଥାନୀୟ ଅଞ୍ଚଳରୁ ୧୬୭ଜଣ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୨ ହଜାର ୮୧୨କୁ ବୃଦ୍ଧି…

ଅଲଗା ହେବେ ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ

କଟକ() ଓଲିଉଡର ଚର୍ଚ୍ଚିତ ଯୋଡି ଓ ରିଏଲ ଲାଇଫ ପାର୍ଟନର ବର୍ଷା-ଅନୁଭବ ଅଲଗା ହେବାକୁ ଯାଉଛନ୍ତି । ବିବାହ ବିଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହା ସହ ସେ ସାଂସଦ ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛି । ଅନୁଭବଙ୍କ ବିରୋଧରେ ସେ କଟକ…

ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ

ନୂଆଦିଲ୍ଲୀ()  ଆଜି ହେଉଛି ଗୁରୁଦିବସ । ଆଜିର ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଗ୍ରହଣ କରିଥିଲେ । ଗୁରୁ ଦିବସରେ ସମ୍ମାନୀତ ହେଲେ ଗୁରୁ । ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ । ଅଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ…