Odia News Portal

କୋଭିଡ-୧୯ ପରିପ୍ରେକ୍ଷୀରେ ସୋଆ ଏନ୍ଏସ୍ଏସ୍ ର ବିଭିନ୍ନ କାର୍ଯ୍ୟକ୍ରମ

ଭୁୁବନେଶ୍ୱର() କୋଭିଡ-୧୯ ସଂକ୍ରମଣ ପରବର୍ତୀ ପାଂଚ ମାସ ମଧ୍ୟରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର ମୁକାବିଲା କରି ଚାଲିଛନ୍ତି । କୋଭିଡ-୧୯ ପ୍ରାଦୁର୍ଭାବ ଆରମ୍ଭ…

ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼

ତାଳଚେର: ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ଘୋଷାଡି ଘୋଷାଡି ମାରୁଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ହେଉଛି  ତାଳଚେର ଶର୍ମା ଛକର । ସହର ମଝିରେ ସ୍ୱାମୀକୁ ନିର୍ଦ୍ଧୁମ ପିଟିଛି ସ୍ତ୍ରୀ । ସ୍ୱାମୀ…

ଏଲଏସିରେ ସ୍ଥିତି ଖୁବ୍ ଗମ୍ଭୀର : ସେନାମୁଖ୍ୟ ଏମ.ଏମ ନରବଣେ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଛି ଉତ୍ତେଜନା।ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ-ଚୀନ୍ ସେନା ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଦୁଇ ଦିନିଆ ଲଦାଖ…

ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ

ଭୁବନେଶ୍ୱର() ନଭେମ୍ବରରେ ଅନୁଷ୍ଠିତ ହେବ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ମଧ୍ୟ ଏନେଇ ଇଙ୍ଗିତ ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଏହି ଉପନିର୍ବାଚନ ହେବବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।…

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଖୋଲା ଚାଲେଞ୍ଜ

ମୁମ୍ୱାଇ :  ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଖୋଲା ଚାଲେଞ୍ଜ । ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟ୍ୱିଟ୍‌ ଜରିଆରେ ଜବାବ୍ ଦେଲେ କଙ୍ଗନା ।  ପ୍ରଥମେ ମୁମ୍ୱାଇର ପିଓକେ ସହ ତୁଳନା କରି ସେ ଖୁବ୍‌ ଆଲୋଚନା ପରିସରକୁ ଆସିଥିଲେ । ଏବେ ଏକ ନୂଆ ଟ୍ୱିଟ୍ କରି କଙ୍ଗନା ଆହ୍ୱାନ କରିଛନ୍ତି ସେ…

ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ

ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।  ତାମିଲନାଡ଼ୁର କୁଡ଼ାଲୋରରେ ଥିବା ଏକ ବାଣ କାରଖାନାରେ ଏହି ଅଘଟଣ ଘଟିଛି ।  ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ…

ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କରୋନା…

କୌଣସି କାମ ହୃଦୟ ଭିତରୁ କଲେ, ତାହା ସଫଳ ହେବା ସୁନିଶ୍ଚିତ

ନୂଆଦିଲ୍ଲୀ() ଖାକିର ଦମ ଦେଖାଇବା ଅପେକ୍ଷା, ଖାକିର କର୍ତ୍ତବ୍ୟ କରି ଗର୍ବ କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଯୁବ ଆଇପିଏସ ଅଫିସରଙ୍କୁ ଗୁରୁମନ୍ତ୍ର ଦେବା ଅବସରରେ ମୋଦୀ ଏଭଳି କହିଛନ୍ତି । ହାଇଦ୍ରାବାଦସ୍ଥ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ପୁଲିସ ଏକାଡେମୀରେ ଅନୁଷ୍ଠିତ…

ଏଣିକି ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିବ ଓଟିଡିସି

ଭୁବନେଶ୍ୱର()  ବଣଭୋଜି କରିବା ପାଇଁ ଏଣିକି ଆଉ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ । ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) । ପ୍ରଥମ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନ ସ୍ଥଳରେ ଏ…

ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି

ନୂଆଦିଲ୍ଲୀ() ଭାରତ-ଚୀନ ବିବାଦ ଭିତରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱାଣେ ଲଦାଖର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ସ୍ଥିତି ଅନୂଧ୍ୟାନ କରିବା ପରେ ସେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମାରେ ଯଥାସ୍ଥିତିକୁ ବଜାୟ ରଖାଯିବ ।…