ମଧ୍ୟ ପ୍ରଦେଶ ଉପ ନିର୍ବାଚନ : ୨୧ ଆସନରେ ବିଜେପି ଆଗୁଆ
ଭୋପାଳ () ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତିରେ ବିଜେପି ୨୧ ଆସନରେ ଅଗ୍ରଣୀ ରହିଛି । କଂଗ୍ରେସ ୬ ଟି ଆସନରେ…
