Odia News Portal

ଶାରଦାଙ୍କ ସ୍ମୃତିରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ ଦିଆଯିବ ଗୀତି କବିତା ପୁରସ୍କାର । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏନେଇ ଅଢେଇ ଲକ୍ଷ ଟଙ୍କା…

୨୦ ବର୍ଷ ପରେ ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ

ଭୁବନେଶ୍ୱର() ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି । ପ୍ରାୟ ୨୦ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ…

ସିବିଆଇ ହେଉଛି ବିଜେପିର କଣ୍ଡେଇ

ଭୁବନେଶ୍ୱର()  ସିବିଆଇ ହେଉଛି ବିଜେପିର କଣ୍ଡେଇ ।  ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ସ୍ଥାନରେ ଗତକାଲି ଚଢଉ ପରେ ଏଭଳି କହିଛନ୍ତି କଂଗ୍ରେସ ବିଧୟକ ତାରାପ୍ରସାଦ ବାହିନୀପତି । ଏହାଛଡ଼ା ସେ…

ପ୍ରବଳ ବର୍ଷିବ, ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର() ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।…

ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆନ୍ତଃରାଜ୍ୟ ବସ ଟର୍ମିନାଲ

ଭୁବନେଶ୍ୱର()  ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆନ୍ତଃରାଜ୍ୟ ବସ ଟର୍ମିନାଲ । ରାଜ୍ୟର ବିଭିନ୍ନ ସ୍ଥାନରୁ ବସ୍‌ ରହିବ ବରମୁଣ୍ଡାରେ । ଭୁବନେଶ୍ୱର ଡେଭ୍‌ଲପ୍‌ମେଣ୍ଟ ଅଥରିଟି- ବିଡିଏ ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ହୋଇ ଆଜିଠାରୁ କାମ ଆରମ୍ଭ ହୋଇଛି । ଏଥିପାଇଁ ବହୁତ ସ୍ଥାନ ଆପଶ୍ୟକ…

ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା

କଟକ()  ଓଲିଉଡ଼ ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀର ପଟିଆଲା କୋର୍ଟରେ…

ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ବରଗଡ଼ରୁ ୨, ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ, ରାୟଗଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ…

ଆଉ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ,ଖୋର୍ଦ୍ଧାରୁ ୬୬୩

ଭୁବନେଶ୍ୱର()  ରାଜ୍ୟରେ ଆଉ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୪୪୧ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୭୬୮ ଜଣ ଆକ୍ରାନ୍ତ ହୋଇଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୫୫୦ରେ ପହଁଚିଥିବାବେଳେ ସେମାନଙ୍କ…

୨୪ଘଣ୍ଟାରେ ୯୩,୩୩୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୯୩,୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩,୦୮,୦୧୫କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା…

୧୨ରୁ ଓଜେଇଇ ପରୀକ୍ଷା

ଭୁୁବନେଶ୍ୱର()  ଅକ୍ଟୋବର ୧୨ରୁ ୧୯ ଯାଏ ରାଜ୍ୟରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ଏହି ପରୀକ୍ଷା । ରାଜ୍ୟ ବାହାରେ ରାଞ୍ଚି, ପାଟନା ଓ କୋଲକାତାରେ ବି ପରୀକ୍ଷା ପାଇଁ କେନ୍ଦ୍ର ହୋଇଛି । ଏଥର ସିବିଟି ବା କମ୍ପୁଟର ଭିତ୍ତିକ କରୀକ୍ଷା ହେବା ନେଇ ସୂଚନା ମିଳିଛି…