ଜେଇଇ ମେନ ରେଜଲ୍ଟ ପ୍ରକାଶ
ଭୁବନେଶ୍ୱର() କରୋନା ଯୋଗୁଁ ଜେଇଇ ମେନ ପରୀକ୍ଷାକୁ ନେଇ ବହୁ ବାଦ ବିବାଦ ଦେଖାଯାଇଥିଲା । ପରୀକ୍ଷାକୁ ବାତିଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା । ପରେ କରୋନା କଟକଣା ମଧ୍ୟରେ ପରୀକ୍ଷା କରିବାକୁ ସୁପ୍ରିମ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଏହି ନିଦେ୍ର୍ଧଶ ପରେ…
