Odia News Portal

ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ଶୀତଳ ଷଷ୍ଠୀ ଅବସରରେ ସମସ୍ଥ ଚକ ଓ ଅଖକୁ ଡେ଼ରାଯିବାର ଵିଧି ରହିଥିବା ବେଳେ ପନ୍ତି ଭୋଗ ଅନୁଷ୍ଠିତ କରାଯାଇ ସମସ୍ଥ ଚକ ସହ ଅଖକୁ ସଂଯୋଗ କରାଯିବ । ଶୀତଳ ଷଷ୍ଠୀରେ ରଥ ଖଳାରେ ପନ୍ତି ଭୋଗ ନୀତି ପରେ ଚକ ଡେରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ପନ୍ତି ଭୋଗ ହେବା ନହେବା ନେଇ…

କଲମ ବଦଳରେ ହାତରେ କରଣୀ ଧରିଲେ ଛାତ୍ର

ଅନୁଗୁଳ : କିଏ ବାଲି ବୋହୁଛି ତ କିଏ ମେଜିଆ ଓ ଆଉ କିଏ ପ୍ଲାଷ୍ଟର କରୁଛି । ଆପଣ ଭାବୁଥିବେ ଆମେ କୌଣସି ଶ୍ରମିକଙ୍କ ବିଷୟରେ କହୁଛୁ । ହେଲେ ଆପଣ ଭୁଲ୍ ଭାବୁଛନ୍ତି । ଏମାନେ କୌଣସି ଶ୍ରମିକ ନୁହଁନ୍ତି ,ଏମାନେ ହେଉଛନ୍ତି ସ୍କୁଲ ଛାତ୍ର । କଲମ ବଦଳରେ ଏମାନଙ୍କୁ ଧରାଇ ଦିଆଯାଇଛି କରଣୀ । ଲକ୍ …

ହଟ୍ ସୁସ୍ମିତାଙ୍କ ସେକ୍ସୀ ଯୋଗ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଲକଡାଉନ୍ ସମୟରେ ନିଜ ପରିବାର ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ସେ କ୍ୱାରେଣ୍ଟାଇନରେ ରହିବା ପରେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହୁଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର…

ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ଜଳେଶ୍ୱର : ଆଜି ବଜ୍ରାଘାତରେ ଚାଲି ଯାଇଛି ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆପାଳ ବ୍ଲକ୍ କେନ୍ଦୁଡିହା ଗ୍ରାମରେ ଯୁବକ ଉପେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଏହି ଯୁବକ ଜଣକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତେବେ…

ଏହି ତାରିଖ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ

ତାତିରୁ ମିଳିବ ତ୍ରାହି।  ଜୁନରେ ପହଞ୍ଚିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ।  ଏଭଳି ଆକଳନ  କରିଛି ପାଣିପାଗ ବିଭାଗ   । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିଥିବା ‘ଅମ୍ଫାନ’ ବାତ୍ୟା ଯୋଗୁଁ ଏଥର ମୌସୁମୀ ଜଲଦି ଆସିବାରେ ସହାୟକ…

ଜୁନ ୭ ପର୍ଯ୍ୟନ୍ତ ଉପକୂଳ ଓଡିଶାର ତାପମାତ୍ରା ୩୫ ଡିଗ୍ରୀ ରହିବ

ଭୁବନେଶ୍ୱର()  ଟାଣ ଖରାରୁ ମିଳିପାରେ ଆଶ୍ୱସ୍ତି । ଶୁକ୍ରବାର ଠାରୁ ଅଭ୍ୟନ୍ତରୀଣ ଓଡିଶାରେ ଦିନର ତାପମାତ୍ରା ଧିରେ ଧିରେ  ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ଶୁକ୍ରବାର ଓ ଶନିବାର ମଧ୍ୟରେ…

ପ୍ରବାସୀ ଶ୍ରମିକଙ୍କ ବସ୍, ରେଳ ଭଡା ମାଗଣା

ନୂଆଦିଲ୍ଲୀ()  କରୋନା ସତର୍କତା ନେଇ ସମଗ୍ର ଦେଶ ଲକ ଡାଉନ ରହିଛି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ଫେରେଇ ଆଣିବାକୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଆଜି ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମିକଙ୍କଠାରୁ ବସ୍, ରେଳଯାତ୍ରା ଖର୍ଚ୍ଚ ନିଆଯିବ…

କରୋନାରେ ଆକ୍ରାନ୍ତ ସମ୍ବିତ ପାତ୍ର !

ନୂଆଦିଲ୍ଲୀ() ବିଜେପି ମୁଖାପାତ୍ର ସମ୍ବିତ ପାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସେ ଗୁରୁଗାଓଁସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କରୋନାର ବିଭିନ୍ନ ଲକ୍ଷଣ ତାଙ୍କ ଠାରେ ପରିଲକ୍ଷିତ ହୋଇଥିଲା…

ରାଜ୍ୟରେ ୭୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର()  କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ।  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ…

ଶନିବାର ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ

ଭୁବନେଶ୍ୱର() ଦୁଇ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ବି କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କଲା । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ…