ଲକ୍ ଡାଉନ୍ ବଢାଇଲା ପୁଲିସ୍ କର୍ମଚାରୀଙ୍କ ଦୁଃଖ
ଭୁବନେଶ୍ୱର: ଲକ୍ ଡାଉନ୍ ଅବଧି ମଇ ୩୧ ପର୍ଯ୍ୟନ୍ତ ବଢିବା ସହିତ ପୁଲିସ୍ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି । ଅସହ୍ୟ ଖରା ଓ ଗରମରେ ପାଖାପାଖି ଦୁଇମାସ କାଳ ରାସ୍ତାରେ ସିଝିବା ପରେ ଲକ୍ ଡାଉନ୍ ଶେଷ ନେଇ ସମସ୍ତେ ଆଶାବାଦୀ ଥିଲେ । ହେଲେ ତାହା ହୋଇପାରି ନାହିଁ । ମଇ ୩୧ ତାରିଖ ପର୍ଯ୍ୟନ୍ତ…
