Odia News Portal

ଦୀଘା ଓ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର() ବାତ୍ୟା ‘ଅମ୍ଫାନ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ପ୍ରଦୀପ ଜେନା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାଦୀପଠାରୁ ୯୬୦ କିମି ଦୂରରେ ରହିଛି ଅମ୍ଫାନ । ଏବେ ବାତ୍ୟା ଉତ୍ତର ଦିଗରେ ଗତି କରୁଥିବା ବେଳେ ଆଗାମୀ ୨୪ ଘଣ୍ଟାରେ…

ପୁରା ଦେଶରେ ବଢିଲା ଲକ୍-ଡାଉନ୍ ଅବଧି

ନୂଆଦିଲ୍ଲୀ() ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢାଇବାକୁ ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା ଏନଡିଏମଏ । ଡିଜାଷ୍ଟର ମ୍ୟାନେଜମେଣ୍ଟ ଅ୍ଧଳ । ୨୦୦୫ ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି । ମେ ୧୮ ରୁ ୧୪ ଦିନ ପର୍ଯ୍ୟନ୍ତ ଲକ୍-ଡାଉନକୁ ବୃଦ୍ଧି କରିବାକୁ ଏନଡିଏମଏ…

ପାରାଦୀପ ଠାରୁ ମାତ୍ର ୯୬୦ କିମି ଦୂରରେ ଅମ୍ଫନ

ଭୁବନେଶ୍ୱର()ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ‘ଅମ୍ଫନ’ ଅତି ଭୀଷଣ ବାତ୍ୟାରେ ପରିଣତ ହେଲାଣି । ଗତ ୬ ଘଣ୍ଟା ଧରି ୫ କିମି ବେଗରେ ବାତ୍ୟା ଗତି କରୁଛି । ପାରାଦୀପ ଠାରୁ ମାତ୍ର ୯୬୦ କିମି ଦୂରରେ ଥିବା ଅମ୍ଫନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବାତ୍ୟାର ରୂପ ନେଇପାରେ । ଧୀର ବେଗରେ…

ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ() ଦ୍ରୁତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶନିବାର ୪୦ ତୁମ୍ବରେ ବିନ୍ଧ ଶେଷ ହୋଇଛି । ଶେଷ ୨ଟି ତୁମ୍ବରେ ବିନ୍ଧ କରାଯାଉଛି । ରଥ ଓରାରେ ବିନ୍ଧ କାର୍ଯ୍ୟ ସରିଛି । ପୋଟଳ ଓରା, ପୋଟଳ ପାରେଣି ତିଆରି ସରିଛି । ୮ଟି ଭୁଇଁ ଖମ୍ବୀ କାର୍ଯ୍ୟ ସରିଛି । ଗତକାଲି ତିନି…

ମେ ୩୧ ପର୍ଯ୍ୟନ୍ତ ବଢିବ ଲକ୍-ଡାଉନ୍ !

ନୂଆଦିଲ୍ଲୀ() ସାରା ଦେଶରେ ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢିପାରେ । ଲକ୍-ଡାଉନ୍-୪ରେ ୧୪ ଦିନ ପାଇଁ ବନ୍ଦ ରହିବ ସାରା ଦେଶ । ଆଉ କିଛି ସମୟ ମଧ୍ୟରେ ଗାଇଡଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନରେ କିଛି ନିୟମ କୋହଳ କରାଯିବ । ଜାତୀୟ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ନୁହେଁ ବରଂ ୪

ଭୁବନେଶ୍ୱର() କରୋନାରେ ରାଜ୍ୟରେ ଆଜି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରାକର ଏହି ମୃତ୍ୟୁ ରିପୋର୍ଟକୁ ସଂଶୋଧିିତ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ନୁହେଁ ବରଂ ୪ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ଜଣଙ୍କ…

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଲା ବାତ୍ୟା ଅମ୍ଫାନ

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା…

ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ହଜାର କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ() ଆର୍ଥିକ ପ୍ୟାକେଜ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପଞ୍ଚମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶ ଆଜି ସଙ୍କଟ ସମୟ ଦେଇ ଗତି କରୁଛି । ଅର୍ଥିକ ସଙ୍କଟ ସତ୍ତେ୍ୱ ଆମକୁ ଆଗକୁ ବଢ଼ିବାକୁ ହେବ । ଆର୍ଥିକ ପ୍ୟାକେଜ ପଞ୍ଜମ କିସ୍ତିରେ ସ୍ୱାସ୍ଥ୍ୟ ବିଭାଗ…

ଭୀଷଣ ରୂପ ନେଇପାରେ ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ସକାଳୁ ବାତ୍ୟା ପାରାଦୀପ ଠାରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଅଛି ।…

ଏହି ସବୁ ଜିଲ୍ଲାର ନୂଆ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର()  ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା,…