Odia News Portal

ଏହି ସବୁ ଜିଲ୍ଲାର ନୂଆ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର()  ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା,…

ଜୁନ୍‌ ୩୦ତାରିଖ ଯାଏ ମାଗଣା ଚଲାଇ ହେବ ‘ମୋ ସାଇକେଲ’

ଭୁବନେଶ୍ବର : କରୋନା ପାଇଁ ବନ୍ଦ ଥିଲା । କିନ୍ତୁ ସୋମବାର ଠାରୁ ପୁଣି ‘ମୋ ସାଇକେଲ’ ରାସ୍ତାରେ ଗଡ଼ିବ । ତେବେ ଜୁନ୍‌ ୩୦ତାରିଖ ଯାଏ ଏହାକୁ ମାଗଣା ଚଲାଇ ହେବ । ରାଇଡ୍‌ର ପ୍ରଥମ ଅଧ ଘଣ୍ଟା ମାଗଣା । ଦିନକ ଭିତରେ ଯେତେ ଥର ଚାହିଁବେ ଏହାକୁ ବ୍ୟବହାର କରିପାରିବେ ବୋଲି କ୍ୟାପିଟାଲ ରିଜିଅନ…

ଖୁବ୍‌ଶୀଘ୍ର ରାଜ୍ୟରେ ଖୋଲିବ ମଦ ଦୋକାନ !

ଭୁବନେଶ୍ୱର : କରୋନା ଲକ୍‌ଡାଉନ କଟକଣାରୁ ଦୀର୍ଘଦିନ ହେବ ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୁବ୍‌ଶୀଘ୍ର ଖୋଲିପାରେ । ପରୋକ୍ଷରେ ସରକାରୀ ଭାବେ ଏମିତି ସୂଚନା ମିଳୁଛି । ରାଜ୍ୟର ୧୧ ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେୱେରୀ ୟୁନିଟ୍‌ ଚାଲୁ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି…

ଆସନ୍ତୁ ଜାଣିବା ବିବାହ ପରେ ପାର୍ଟନରଙ୍କୁ କେଉଁ ସବୁ କଥା କହିବା ଅନୁଚିତ

ବିବାହ ଏକ ଏଭଳି ସମ୍ପର୍କ ଯାହା ଉଭୟ ପୁରୁଷ ଓ ମହିଳାଙ୍କ ଜୀବନକୁ ବଦଳାଇ ଦେଇଥାଏ। ଯଦି ପାର୍ଟନର ଆପଣଙ୍କ ମନକୁ ବୁଝିଲେ ତେବେ ଜୀବନରେ କୌଣସି ସମସ୍ୟା ଦେଖାଦେଇନଥାଏ। କିନ୍ତୁ ଯଦି ସାଥୀ ଆପଣଙ୍କୁ ନ ବୁଝନ୍ତି ତେବେ ଜୀବନ ଦୁର୍ବିସହ ହୋଇପଡ଼େ। ଫଳରେ ବାରମ୍ବାର ଝଗଡ଼ା ହୁଏ ଓ କଥା ଡିଭୋର୍ସ ଯାଏଁ…

ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି ।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ହୋଇଛି । ପୂର୍ବରୁ ୩ ମୃତ୍ୟୁ ହୋଇଥିଲା ଆଜି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଗଞ୍ଜାମ…

ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ, ଜୁନ ୧୩ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ କଟକଣା

ଯାଜପୁର : ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଜିଲ୍ଲାରେ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ ସଂଖ୍ୟା ପହଞ୍ଚିଛି ୧୨୧ରେ। ଚିହ୍ନଟ ହୋଇଥିବା ୩୧ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସରକାରୀ ସଂଗରୋଧ କେନ୍ଦ୍ରରେ ରହିଥିବା ଜଣାପଡିଛି। ତେବେ ଜିଲ୍ଲାର…

ଖଣ୍ଡପଡାରେ ସରପଂଚ ସୁଶାନ୍ତ ବେହେରାଙ୍କୁ ହତ୍ୟା

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଢୋଲମରା ପଞ୍ଚାୟତର ସରପଞ୍ଚ ସୁଶାନ୍ତ ବେହେରାଙ୍କୁ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୁଶାନ୍ତ ରାତି ପ୍ରାୟ ସାଢ଼େ ୧୦ଟା ବେଳେ କାମ ସାରି ପଞ୍ଚାୟତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ବାଟରେ କିଛି…

ସରକାରଙ୍କୁ ଘେରିଵାକୁ ଵିରୋଧିଙ୍କ ଉଦ୍ୟମ ଫେଲ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଫଳ କରୋନା ମୁକାବିଲା ପାଇଁ ରାଜ୍ୟରେ ଗୋଷ୍ଠି ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିଥିଲାବେଳେ କରୋନାକୁ ଢାଲ କରି ସରାକରଙ୍କୁ ଘେରିବାପାଇଁ ବିରୋଧିଦଳ ଚଳାଇଥିବା ଉଦ୍ୟମ ବି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉନାହିଁ । ପ୍ରବାସୀଙ୍କୁ ରେଳ ଟିକଟ ପଇସା ଦେବା ହେଉ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବୃଦ୍ଧି ଘଟିପାରେ। ସବୁକଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍‌ ହେବ। କୃତ୍ତିକା ନକ୍ଷତ୍ର କାମ ହାସଲ ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ପ୍ରଶାସନ ଓ ଆଇନ କ୍ଷେତ୍ରରେ ସମସ୍ୟା…

ପେଟ୍ରୋଲ୍‌ରେ ୬% ଓ ଡିଜେଲ୍‌ରେ ୨% ଭାଟ୍ ବୃଦ୍ଧି

ଭୁବନେଶ୍ୱର() ତୈଳ ଦର ଉପରେ ରାଜ୍ୟ ସରକାର ବଢାଇଲେ ଭାଟ୍ । ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଯଥାକ୍ରମେ ୬ ଓ ୨ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି ସରକାର । ଏହାଦ୍ୱରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା ୧୧ ପଇସା ଓ ଡିଜେଲ୍ ଦର ୧ଟଙ୍କା୦୩ ପଇସା ବୃଦ୍ଧି ପାଇବ । ପେଟ୍ରୋଲ୍ ଉପରେ ରାଜ୍ୟ…