Odia News Portal

ଆସନ୍ତୁ ଜାଣିବା କେମିତି ଏକାଥରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲିଂ

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଆଉ ଏକ ଖୁସି ଖବର। ଫେସ୍‌ବୁକ୍‌ ତରଫରୁ ହ୍ଵାଟ୍‌ଆପ୍‌ ୟୁଜରଙ୍କୁ ନୂଆ ତଥା ଦମ୍‌ଦାର ଫିଚର ଉପହାର ସ୍ୱରୂପ ଦିଆଯାଇଛି। ଏହି ଫିଚର ସହାୟତାରେ ୟୁଜରମାନେ ଭିଡିଓ କଲିଂ ବେଳେ ଅଧିକ ମଜା ଉଠାଇପାରିବେ। ନୂଆ ମେସେଞ୍ଜର ରୁମ୍‌ ସର୍ଭିସ (Messenger Rooms) ୟୁଜରଙ୍କ…

ମଲାଇକାଙ୍କୁ ଧୋକା ଦେଉଛନ୍ତି କି ଅର୍ଜୁନ୍‌ କପୁର !

ଅର୍ଜୁନ କପୁର ଓ ମଲାଇକା ଅରୋରା ଦୀର୍ଘ ଦିନ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ୍‌ ମଧ୍ୟରେ ଉଭୟେ ବିବାହ କରିନେଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଅସିଛି। ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଜୁନ୍‌ କପୁର ଏକ ଏଭଳି କାମ…

ନୂଆ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା-ରୁପା ମୂଲ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତ ଆଗରେ କୋରୋନା ମହାମାରୀ ସଙ୍କଟ ଦେଖାଦେଇଛି । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଏହାସହ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି…

ବାତ୍ୟାରେ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ବର() ବଙ୍ଗୋପସାରରେ ସୃଷି ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର…

ବିବାହ ବାର୍ଷିକୀରେ ଚାଲିଗଲା ଜୀବନ

ବାରଣାସୀ : ଅନେକ ସ୍ୱପ୍ନ ନେଇ ସେ ରାଜସ୍ଥାନ ଯାଇଥିଲେ। ସେଠାରେ କାମ କରି କିଛି ଅର୍ଥ ରୋଜଗାର କରି ବାପା ମାଆ ଓ ସ୍ତ୍ରୀକୁ ଖାଇବାକୁ ଦେବେ। ଆଉ ରହିବାକୁ ଗାଁରେ ଥିବା ଭଙ୍ଗା କୁଡ଼ିଆକୁ ପକ୍କା କରିବେ। କିନ୍ତୁ ସେହି ସ୍ୱପ୍ନ ରହିଗଲା ଅଧାରେ। ବିବାହ ବାର୍ଷିକୀରେ ଚାଲିଗଲା ଯୁବକଙ୍କ ଜୀବନ। ଏ…

ରଥଖଳାରୁ …. ୪୦ଟି ତୁମ୍ବର ସମସ୍ତ କାର୍ଯ୍ୟ ଶେଷ

ପୁରୀ : ଜୁନ୍‌ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ବର୍ତ୍ତମାନ ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ଓରା ବିନ୍ଧ କରାଯାଇ ସାରିଛି ।…

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦେଶକ ଏଭି.ଅରୁଣ ପ୍ରସାଦଙ୍କର ଗତକାଲି ସଡକ ଦୁଘର୍ଟଣାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା କୋଏମ୍ବାଟୁରର ମେଟ୍ଟୁପାଲୟମ ମଧ୍ଯରେ ଘଟିଛି। ଫିଲ୍ମ ଜଗତରେ ଏଭି.ଅରୁଣ ପ୍ରସାଦ ଭେଙ୍କଟ ନାଁ ରେ…

ଆଗକୁ ଆହୁରି ବଢ଼ିବ ତାପମାତ୍ରା : ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ଯରେ ସର୍ବାଧିକ ୪୨.୫ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାସହ ତାଳଚେର ତାପମାତ୍ରା ମଧ୍ୟ ୪୨ ଡିଗ୍ରି ଛୁଇଁଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆଗକୁ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ୨୧ ତାରିଖ ବେଳକୁ ରାଜ୍ୟର…

ଏହି ରାଜ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ଲକ୍ଷ

ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଣୋ କରିଛନ୍ତି ଉତ୍ତରପ୍ରଦେଶ…

୫ ଆତଙ୍କୀଙ୍କୁ ଗିରଫ କଲା ଜାମ୍ମୁ କାଶ୍ମୀର ପୋଲିସ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପୋଲିସ ଆଜି ଲସ୍କର ଇ ତୋଇବାର ୫ ସନ୍ତ୍ରାସବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରିଛି । ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ବଡଗାମ୍‌ ପୋଲିସ୍‌ ୧୫୩ ବାଟାଲିଅନ୍‌ର ସିଆର୍‌ପିଏଫ୍‌ ଜବାନଙ୍କ ସହାୟତାରେ ଜହୁର ଓ୍ଵାନି…