Odia News Portal

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହି ବଣ୍ଟନ ପାଇଁ ଗାଇଡ୍‌ ଲାଇନ୍‌

ଭୁବନେଶ୍ବର : ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଣ୍ଟିବା ପାଇଁ ନିୟମାବଳୀ ଜାରି କରାଯାଇଛି । ଅଭିଭାବକମାନେ ବହି ଆଣିବା ପାଇଁ ସ୍କୁଲକୁ ଯିବେ । ଏହି ସମୟରେ ଅଭିଭାବକମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ ଲାଇନ୍‌ ଅନୁସାରେ ମାସ୍କ ପିନ୍ଧିବେ କିମ୍ବା ମୁହଁକୁ କପଡାରେ ଘୋଡାଇବେ…

ଏହି ଭୂମିକାରେ ନଜର ଆସିବେ ରାମାୟଣର ସୀତା

ପ୍ରାୟ ୩୦ ବର୍ଷ ବ୍ୟବଧାନ ପରେ ରାମାନନ୍ଦ ସାଗରଙ୍କ “ରାମାୟଣ”ର ପୁନଃ ପ୍ରସାରଣ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏହାର ସମସ୍ତ କଳାକାର । ବିଭିନ୍ନ ସୋସିଆଲ ମିଡିଆରେ ବି ସେମାନଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ଏଭିତରେ ରାମାୟଣରେ ସୀତାଙ୍କ ଭୂମିକା ନିଭେଇ ଥିବା ଅଭିନେତ୍ରୀ…

ରାଜ୍ୟରେ ଆଉ ୨୫ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୪ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର । ତେବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ…

ବଢିଲା କ୍ବାରେଣ୍ଟାଇନ ଅବଧି

ଭୁବନେଶ୍ବର() ବଢିଲା କ୍ବାରେଣ୍ଟାଇନ ଅବଧି । ୨୮ ବଢିଲା କ୍ବାରେଣ୍ଟାଇନ ଅବଧି । ୨୧ଦିନ ସରକାରୀ କ୍ବାରେଣ୍ଟାଇନରେ ଓ ବାକି ୭ ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଅନୁସାରେ, ଗତକାଲି କରୋନା ମୁକାବିଲା ପାଇଁ…

ଓଡ଼ିଶା ଫେରିପାରିବେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ() ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ ଲଗେଇଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀ ଓଡ଼ିଆମାନେ ପ୍ରଥମେ କରୋନା ଟେଷ୍ଟ ଦେବେ ପରେ ରିପୋର୍ଟ ନେଗେଟିଭ ଆସିଲେ ଓଡ଼ିଶାକୁ ପ୍ରବେଶ କରିପାରିବେ ବୋଲି ହାଇକୋଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟ ଉପରେ ଆଜି…

ସବୁ ମହାରଣାଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ପୁରୀ() ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ୨୦୦ ଫୁଟ ନିଷିଦ୍ଧାଞ୍ଚଳ ମଧ୍ୟରେ ରଥ ନିର୍ମାଣ କାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମା ମାହାରଣାଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ସମସ୍ତଙ୍କୁ ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟ ବ୍ୟବସ୍ଥା କରାଯିବ । ଏହାସହ ବସ ଯୋଗେ ବିଶ୍ୱକର୍ମା…

ମଦକୁ ହୋମ ଡେଲିଭରୀ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ() ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ମଦ ବିକ୍ରି କରାଯିବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ । ସାମାଜିକ ଦୁରତା ବଜାୟ ରଖି ମଦ ବିକ୍ରି କରାଯାଇ ପାରିବ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ପରିସ୍ଥିତିକୁ ନଜରରେ…

ଏସବିଆଇ ଆଣିଲା ଖୁସିଖବର, ସୁଧହାର କମାଇବା ନେଇ ନିଷ୍ପତି

ଲକ-ଡାଉନ ମଧ୍ୟରେ ନିଜ ଗ୍ରାହକମାନଙ୍କୁ ଆଉ ଏକ ଖୁସି ଖବର ଆଣିଦେଇଛି ଏସବିଆଇ । ବର୍ତ୍ତମାନର ସୁଧହାରକୁ ପୁଣି ଥରେ ହ୍ରାସ କରିବାକୁ ଏସବିଆଇ ନିଷ୍ପତ୍ତି ନେଇଛି, ଯାହାର ନୂଆ ହାର ମେ ୧୦ ତାରିଖରୁ ଲାଗୁ ହେବ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ସୁଧ ହାରକୁ ୦.୧୫ ପ୍ରତିଶତ ହ୍ରାସ…

ଟିକଟକରେ କିମ ଜୋଙ୍ଗ ଉନ, ଦେଖନ୍ତୁ ଭିଡିଓ

ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଖବର ପ୍ରଚାରିତ ହୋଇଛି। ତେବେ ଏସବୁ ଭିତରେ ସୋସିଆଲ ମିଡିଆ ଆପ୍ ଟିକଟକ ଏବଂ ୟୁଟ୍ୟୁବରେ କିମ ଜୋଙ୍ଗ ଉନଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ…

ଦେଶରେ ୫୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ() ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧୮୮୬ ଜଣ ପ୍ରାଣ ହରାଇଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣଙ୍କ ଜୀବନ ଗଲାଣି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ସବୁଠୁ ଅଧିକ କରୋନା…