ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ
ବଲାଙ୍ଗିର : ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଛତ୍ରଭଙ୍ଗ ହୋଇ ଧାଇଁଲେ ମାଓବାଦୀ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚ।ୟତ ଭରୁଆମୁଣ୍ଡା ବର୍ତିଆ ଗାଁ ପାଖରେ ଥିବା ଚାନ୍ଦିଲି ପାହାଡ଼ରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ…
