ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ
ବରଗଡ଼ : ମହିଳାଙ୍କ ମାନବିକତାର ନିଆରା ନିଦର୍ଶନ । ବରଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସରେ ଉଦାହରଣ ସୃଷ୍ଟି କଲେ ମହିଳା । ସଦର ଥାନା ଅମ୍ବାପାଲିରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ମୃତକଙ୍କ ଅନ୍ତିମ ସଂସ୍କାର କରିଛନ୍ତି କିଛି ମହିଳା ।
ଦେବରାଜ ରଣା ଓ କୁଅଁର ମୃତଦେହକୁ କୋକେଇରେ କାନ୍ଧେଇ…
