Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମ ସ୍ଥାନରେ ରବି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଅଯଥା ବଦ୍‌ନାମଜନିତ ନିନ୍ଦିତ କରାଇପାରେ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତ ହେବା ସହ ଲାଭବାନ୍‌ ହେବେ। ଜମିଜମା କ୍ରୟ…

ପଞ୍ଚାୟତକୁ କ୍ଷମତା ପ୍ରଦାନରେ ଓଡିଶା ଆଗରେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ବିଜେଡି ସରକାର ଅମଳରେ ହିଁ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇପାରିଛି । ଓଡିଶାର ଏଭଳି ପଦକ୍ଷେପ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି । ହେଲେ ଲୋକଙ୍କୁ ଭୁଲ୍‍ ସୂଚନା ଦେଇ…

ମଝି ଚିଲିକାରେ ଅଟକିଲା ଡ଼ଙ୍ଗା

ପୁରୀ/ସାତପଡ଼ା : ଚିଲିକାରେ ଥୁବା ଜନହିଁକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାତ୍ରୀ ବାହି ଡ଼ଙ୍ଗା ବାହାରିଥିଲା। ମଝି ଚିଲିକାର ମହିଯା ନିକଟରେ ଡଙ୍ଗାଟିର ଯାନ୍ତ୍ରିକ ତ୍ରୁଟି ହେତୁ ଅଟକି ରହିଥିଲା। ମିଳିଥିବା ସୂଚନା ମୁତାବକ, ସେ ଥିରେ ୨୦ରୁ ଉର୍ଷ ବାଇକ ଓ ୭୦ଜଣ ଯାତ୍ରୀ ଥୁଲେ। ସବୁଠାରୁ…

ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ

ଯାଜପୁର : ଦଳ ଛାଡିଲେ ଶତାଧିକ ବିଜେପି କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡିର ଯୋଗଦେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନ ଆରୁହା ଓ ଥାନୁଆଳ ପଂଚାୟତର ଶତାଧିକ କର୍ମୀ। ଏନେଇ…

ଆଇପିଏଲ୍‌ – ୨୦୨୦, ଅଧାହେଲା ପୁରସ୍କାର ରାଶି

ବିସିସିଆଇ ପକ୍ଷରୁ ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ଖର୍ଚ୍ଚ ହେବାକୁ ଥିବା ରାଶିକୁ କମାଇଦେଇଛି। ଆଇପିଏଲ୍‌ ବିଜେତା ଏବଂ ଉପ ବିଜେତା ଟିମ୍‌କୁ ମିଳିବାକୁ ଥିବା ରାଶି ୨୦୧୯ ତୁଳନାରେ ଅଧା କରିଦେଇଛି। ଏହି ଅଭାବ ମାନ୍ଦାବସ୍ଥା ଯୋଗୁଁ ପଡିଛି ବୋଲି ବିସିସିଆଇ କହିଛି। ବିସିସିଆଇ ପକ୍ଷରୁ ସମସ୍ତ…

ହୋଲି ଖେଳିବାକୁ ମନା କରିଲେ ରାକ୍ଷୀ, କଣ ପାଇଁ ଆସନ୍ତୁ ଜାଣିବା ?

ଡ୍ରାମା କୁଇନ ରାକ୍ଷୀ ସାଓ୍ଵନ୍ତ କିଛି ନା କିଛି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ରାକ୍ଷୀ କରୋନା ଭାଇରସ କୁ ନେଇ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ କିପରି କରୋନାରୁ ବର୍ତ୍ତି ପାରିବେ ରାକ୍ଷୀ ଉପାୟ ବତାଇଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି, ଚଳିତବର୍ଷ…

ଆସିଲା BSNLର ସାନଦାର ପ୍ଲାନ, ପ୍ରତିଦିନ ମିଳିବ ୫ ଜିବି ଡାଟା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ବଜାରରେ ଏଭିତରେ ଅନେକ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । କିନ୍ତୁ ଏଗୁଡିକ ଭିତରେ ୫୫୧ ଟଙ୍କିଆ ପ୍ଲାନ ହେଉଛି ଡାଟା ୟୁଜରଙ୍କ ପାଇଁ ସବୁଠୁ ବେଷ୍ଟ ପ୍ଲାନ । ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୫ ଜିବି ଡାଟା ସୁବିଧା ମିଳିବ । ଅବଶ୍ୟ…

ଯୋଗ୍ୟ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ଯୋଗ୍ୟତା କାର୍ଡ

ଭୁବନେଶ୍ୱର() ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ ପ୍ରଦାନ କରିବେ । ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଂଟନ ଯୋଜନାର ଶୁଭାରମ୍ଭ କରିବେ ଏବଂ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଚାଂୟତିରାଜ ଓ…

ଏବେ ଫେସ୍‌ବୁକ୍‌ ରେ ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ

ୟୁଜରଙ୍କ ପସନ୍ଦ ତଥା ସୁବିଧାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସବୁବେଳେ କିଛି ନା କିଛି ପରିବର୍ତ୍ତନ କରୁଛି। ଏବେ ପୁଣି ଥରେ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଲଞ୍ଚ୍‌ କରିଛି ଫେସ୍‌ବୁକ୍‌। ଏହି ନୂଆ ଫିଚରରେ ୟୁଜର ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ। ଏହି ଫିଚର ଆସିବା ପରେ ୟୁଜରଙ୍କୁ…

ହଲିଉଡ ଫିଲ୍ମରେ ନଜର ଆସିବେ ରଣଦୀପ

ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ଏବେ ରଣଦୀପ ବଲିଉଡ ପରେ ହଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ରଣଦୀପ ହଲିଉଡ ଫିଲ୍ମ ‘ଏକ୍ସଟ୍ରାକ୍ସନ’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ତାଙ୍କ…