Odia News Portal

ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ଲକ୍-ଡାଉନ୍ !

ନୂଆଦିଲ୍ଲୀ()ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ପରାମର୍ଶଦାତା ସଂସ୍ଥା ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପର ଏକ ନୂତନ ଅଧ୍ୟୟନ ଅନୁସାରେ, କରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତରେ ଲାଗୁ ହୋଇଥିବା ଲକ୍-ଡାଉନ୍ ସେପ୍ଟେମ୍ବର…

କରୋନାକୁ ନେଇ ଏମିତି କହିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌() କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ ମାଇକେଲ ଜ୍ୟାକସନଙ୍କ ପୂର୍ବତନ ବଡି ଗାର୍ଡ ମେଟ୍‌ ଫିଡସ୍‌ କହିଛନ୍ତି ମାଇକେଲ୍‌ ଜ୍ୟାକସନ୍‌ ପୂର୍ବରୁ କରୋନା ଭାଇରସକୁ ନେଇ ଭବିଷ୍ୟବାଣୀ…

ସହଯୋଗ ପାଇଁ ନଵୀନଙ୍କ ଅପିଲ୍‌

ଭୁବନେଶ୍ୱର : ସଟ୍ ଡାଉନ୍ ସମୟରେ ରାଜ୍ୟବାସୀଙ୍କୁ ସହଯୋଗ ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚେତନ ଓ ସତର୍କ ରହିଲେ ଆମେ କରୋନା ଭଳି ମହାମାରୀକୁ ରୋକିବାରେ ସଫଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରି…

କରୋନା ଭୟରେ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ କରୋନା ସଂକ୍ରମଣ ସଂଖ୍ୟା ରେକର୍ଡ କରାଯାଇଛି । ଏହି ସଂଖ୍ୟା ହେଉଛି ୪୭୮ ଜଣ ତା ସହିତ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୨୫୪୭ ରେ ପହଁଞ୍ଚିଛି । ତେବେ ଏନେଇ ବର୍ତ୍ତମାନ ଲୋକମାନଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି ।…

ନିର୍ମାଣ ଶ୍ରମିକମାନଙ୍କ ଘର ଦୁଆରେ ପହଞ୍ଚିବ ନଗଦ ଅର୍ଥରାଶି

ଭୁବନେଶ୍ବର()   ତାଲାବନ୍ଦ ସମୟରେ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୦ ଟଙ୍କା ଆର୍ଥିକ   ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଅର୍ଥରାଶି ନଗଦ ଆକାରରେ ଶ୍ରମିକମାନଙ୍କ ଘରକୁ ଘର ଯାଇ ବଣ୍ଟନ କରାଯିବ। ଏ ନେଇ ଶ୍ରମ ବିଭାଗ…

ଡରନ୍ତୁ ନାହିଁ, ସାବଧାନ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କେବଳ ଲୋକ ସଚେତନତା ଦ୍ୱାରା ହିଁ କରୋନାକୁ ମୁକାବିଲା କରିହେବ । ଏହାସହ ଡ଼ରିବାର କିଛି ନାହିଁ, ସାବଧାନ ରୁହନ୍ତୁ ବୋଲି ସେ କହିଛନ୍ତି । ଯଦି ନିଜାମୁଦ୍ଦିନ ଯାଇଥିଲେ ତେବେ ୧୦୪କୁ ଫୋନ…

କରୋନା ସତର୍କତା : ଗର୍ଭାବସ୍ଥାରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ସ୍ବଗୃହୀ ଚନ୍ଦ୍ର ପ୍ରଭାବରେ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ କରିବା ସକାଶେ ତପ୍ତର ରହିବେ  ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି ।  ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ ।  ସଙ୍ଗୀତ ଓ…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ୱର() ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ସୂର୍ଯ୍ୟନଗରରେ ବାହାରିଥିବା ୫ମ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସି ୭ଜଣ ସଂକ୍ରମିତ…

ଭୁବନେଶ୍ବରରେ ଆଉ ୩ ପଜିଟିଭ

ଭୁବନେଶ୍ୱର () ଭୁବନେଶ୍ବରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। । ସମସ୍ତ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳର ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ପୂର୍ବରୁ ଦୁଇ କରୋନା…