Odia News Portal

୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆହୁରି ୧୫ ଦିନ ଯାଏଁ ଗରମ ବଢ଼ିବାର ସମ୍ଭାବନା ନାହିଁ । ମାର୍ଚ୍ଚ ୧୬ ଆଗରୁ ରାଜ୍ୟରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ପରିଲକ୍ଷିତ ହେଉନି । ଅପରପକ୍ଷରେ ଆସନ୍ତା ୧୨ ଦିନ ଭିତରେ ମଝିରେ ମଝିରେ ବର୍ଷା, ପବନର ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ…

କୁନି ଝିଅ ‘ସ୍ମୃତି’ର ପାପୁଲିରେ ଲାଗିଛି ନୂଆ ବୁଢ଼ା ଆଙ୍ଗୁଠି

କଟକ : ଜନ୍ମରୁ ହାତ ପାପୁଲିରେ ନଥିଲା ବୁଢ଼ା ଆଙ୍ଗୁଠି । ଫଳରେ ହାତମୁଠା କରି ଖେଳଣା ଧରିବାଠାରୁ ଆରମ୍ଭ କରି ଛୋଟମୋଟ ଜିନିଷ ଧରିବାରେ ଅସୁବିଧା ହେଉଥିଲା । ଶିଶୁକ ନ୍ୟାର ଏପରି ଜନ୍ମଗତ ତ୍ରୁଟିକୁ ନେଇ ଚିନ୍ତାରେ ରହୁଥିଲେ ବାପାମା’ । ମାତ୍ର ଏସ୍‌ସିବି ମେଡିକାଲ କଲେଜ୍‌ ଓ ହସ୍ପିଟାଲର…

ସୋସିଆଲ୍‌ ମିଡିଆରେ ଚର୍ଚ୍ଚା, ଯୁବ ନେତାଙ୍କୁ ବିବାହ କରିବେ ଝିଲିକ୍‌

କଟକ : ଝିଲିକ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ବଙ୍ଗୀୟ ସୁନ୍ଦରୀ । ସେ ଓଡ଼ିଶାର ଜଣେ ଆଗଧାଡ଼ିର ଯୁବ ନେତାଙ୍କୁ ବିବାହ କରିବାକୁ ଯାଉଥିବା ଏଇ କିଛି ଦିନ ହେବ ବିଭିନ୍ନ ସୋସିଆଲ୍‌ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେଉଛି ।…

୩ ଦିନ ନାବାଳିକାକୁ ଘରେ ରଖି ଦୁଷ୍କର୍ମ ଅଭିଯୋଗ

ଯାଜପୁର : ପୁଣି ଲଜ୍ଜା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସୂଚନା ଅନୁଯାୟୀ, କୋଳଥଳ ଗାଁର ସୁବାସ ଖୁଣ୍ଟିଆ ନାମକ ବ୍ୟକ୍ତି ସପ୍ତାହ ତଳେ ନାବାଳିକାକୁ ଉଠାଇ ନେଇଥିଲେ । ସୁବାସ ୩ ଦିନ ନାବାଳିକାକୁ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।…

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର, କେତେ ଆସନ୍ତୁ ଜାଣିବା

ହୋଲି ପୂର୍ବରୁ ସରକାର ଦେଶର ଉପଭୋକ୍ତା ମାନଙ୍କୁ ଏକ ଉପହାର ଦେଇଛନ୍ତି । ଆଜି ଅର୍ଥାତ ମାର୍ଚ୍ଚ ୧ ତାରିଖରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ ସବସିଡି ଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦର ୫୨.୫ ୦ ଟଙ୍କା କମିଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୮୯୩.୫୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ମାର୍ଚ୍ଚରୁ…

ନୋରାଙ୍କ ବେଲି ଡ୍ୟାନ୍ସକୁ ଟକ୍କର ଦେବେ ଏହି ଯୁବତୀ

ଡ୍ୟାନ୍ସିଂ କ୍ୱିନ୍‌ ନୋରା ଫତେହୀ ନିଜର ବେଲି ଡ୍ୟାନ୍ସ ଦ୍ୱାରା ସମସ୍ତଙ୍କୁ ଦିଓ୍ଵାନା କରିଛନ୍ତି। ଯିଏ କେହି ବି ତାଙ୍କ ଡ୍ୟାନ୍ସ ଦେଖିବେ ତାଙ୍କ ହୋସ୍‌ ଉଡିଯିବ। କିନ୍ତୁ ଏବେ ନୋରାଙ୍କୁ ଟକ୍କର ଦେବା ପାଇଁ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର’ରେ ଜଣେ ପ୍ରତିଯୋଗୀ ଆସିଯାଇଛନ୍ତି। ଯିଏ କି ନିଜର…

ଗଡ୍‌ସେମାନଙ୍କୁ ଗାନ୍ଧୀ ଛାଲ ପିନ୍ଧାଇବା ଚେଷ୍ଟାରେ ଶାହା

ଭୁବନେଶ୍ୱର : ଭାରତ ସରକାର ଦେଶରେ ୧୫୦ କୋଟି ଟଙ୍କା ବ୍ୟୟକରି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ଦୁନିଆ ବୁଲି ଗାନ୍ଧୀ ପ୍ରଚାରରେ ଲାଗିପଡ଼ିଛନ୍ତି । ହେଲେ ଏହି ସରକାର ଖୋଲାଖୋଲି ଦେଶର ଗଣତନ୍ତ୍ର, ଆଇନର ଶାସନକୁ କୁଠାରଘାତ କରି ଗାନ୍ଧୀ ଦର୍ଶନ…

ଓଲଟିଲା ଯାତ୍ରୀବାହୀ ବସ୍‌, ୨୭ରୁ ଅଧିକ ଯାତ୍ରୀ ଆହତ

ସୋର : ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୨୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଭଗିଆଶୁଣି ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଯାତ୍ରୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ୩ ଗୁରୁତରଙ୍କୁ…

ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ କମାଲ, ୨୩୫ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍‌

ଖ୍ରୀଷ୍ଟଚର୍ଚ୍ଚ : ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବୋଲରମାନେ କମାଲ ଦେଖାଇଛନ୍ତି। ମାତ୍ର ୨୩୫ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍‌ କରି ପ୍ରଥମ ପାଳିରେ ଭାରତୀୟ ଦଳ ଅଗ୍ରଣୀ ରହିଛି। ଭାରତ ପ୍ରଥମ ଇନିଂସରେ ୨୪୨ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍‌…

ପୂର୍ବ ଭାରତରେ ବିଜେପିର ଭରସା ନବୀନ

ଭୁବନେଶ୍ୱର : ନବୀନ ନିବାସରେ ମଧ୍ୟାହ୍ନଭୋଜନ ଅବସରରେ ଦୁଇ ସିଏଏ ବିରୋଧି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମମତା ବାନାର୍ଜୀଙ୍କ ସହିତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯେଭଳି ଗୋଟିଏ ଟେବୁଲରେ ବସିଲେ ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହେଲା । ରାଜନୀତିର…