Odia News Portal

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର() ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରେସମିଟ କରି ସ୍ପଷ୍ଟ କଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।କ୍ୟାପିଟାଲ ହସପିଟାଲରେ ଯୁବକଙ୍କ ଚିକିତ୍ସା ଚାଲିଛ । ଇଟାଲିରେ ଗବେଷଣା କରୁଥିଲେ ସଂପୃକ୍ତ…

ସରକାରଙ୍କୁ ସୁରକ୍ଷା ଦେଇପାରିଲେନି ଶାସକଦଳ ବିଧାୟକ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ କରୋନା ପାଇଁ ମାତ୍ର ତିନିଦିନ ବସିଥିବାବେଳେ ଗୃହ ଭିତରେ ସରକାରଙ୍କୁ ସରକାରୀଦଳ ବିଧାୟକଙ୍କ ସୁରକ୍ଷା ଦେବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ୟେସ୍‍ ବ୍ୟାଙ୍କରେ ଶ୍ରୀମନ୍ଦରି ଅର୍ଥ ରଖିବା ପ୍ରସଙ୍ଗରେ ଆସିଥିବା ମୁଲତବି ଆଲୋଚନାବେଳେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗ ପାପଗ୍ରହ ପ୍ରଭାବସ୍ଥ ଯୋଗୁ ଅସମ୍ପୂର୍ଣ୍ଣ ରହି ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ। ବ୍ୟବସାୟ, ରାଜନୀତି, ସଭାସମିତି ଓ କଳା, କ୍ରୀଡା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିକଟ…

ଶିରିଡି ନଆସିବାକୁ ସାଇବାବା ସଂସ୍ଥାନ ଟ୍ରଷ୍ଟର ଅନୁରୋଧ

ମାରାତ୍ମକ କରୋନା ଭାଇରସ୍ ଭୟ ଏବେ ସମଗ୍ର ଦେଶରେ ଦେଖିବାକୁ ମିଳିଛି । ଦେଶରେ ଏବେ କରୋନା ଭାଇରସ ସଙ୍କ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହି ମହାମାରୀରେ ୨ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । କରୋନା ଭାଇରସର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏଠାରେ…

‘କରୋନା ଭାଇରସ୍‌’ ଉପରେ ବଲିଉଡ୍‌ରେ ଦୁଇ ଦୁଇଟି ଫିଲ୍ମ

ବିଶ୍ୱରେ କରୋନା ଭାଇରସ୍‌ ଏବେ ମହାମାରୀ ରୂପ ନେଇଛି। ଅନେକ ଜାଗାରେ ଏହାକୁ ମେଡିକାଲ ଇମର୍ଜେନ୍ସି ଘୋଷଣା କରାଯାଇ ସାରିଲାଣି। ଗୋଟିଏ ପଟେ ଏହାକୁ ନେଇ ସରକାର ଚିନ୍ତିତ ଥିବା ବେଳେ ଅନ୍ୟପଟେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଏହା ଉପରେ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତି ଚଳାଇଛି। ଏକ…

ତୁଳସୀ ଚଉରା ମୂଳେ ପାଣି ଅର୍ପଣ କଲାବେଳେ ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର, କେବେ ହେବ ନାହିଁ ଅର୍ଥର ଅଭାବ

ତୁଳସୀକୁ ହିନ୍ଦୁ ଧର୍ମରେ ପୂଜନୀୟ ମାନାଯାଇଥାଏ , ଓ ଲୋକେ ତୁଳସୀର ଗଛକୁ ନିଜ ଘର ଅଗଣାରେ ଲଗାଇଥାନ୍ତି , ତୁଳସୀର ଗଛକୁ ନେଇ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଯେଉଁ ଘର ଅଗଣାରେ ତୁଳସୀର ଗଛ ଲାଗିଥିବ ସେଠି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ , ଓ କିଛି କୁ ଶକ୍ତି ପ୍ରବେଶ କରିପାରିବ…

ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଅଦା ଶର୍ମା

ମୁମ୍ବାଇ : ନିକଟରେ ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଏକ ନାଲି ଡ୍ରେସରେ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଥିଲେ । ଅଦା ଶର୍ମାଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଅଦା ନିଜେ ଏହି ଫୋଗୁଡିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର…

୬୦ ଦିନ ପାଇଁ ମାଗଣା ୱାଇଫାଇ ପ୍ରଦାନ କଲା ଏହି ଦେଶ

ୱାଶିଂଟନ୍ : ଆମେରିକାରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମକଷ୍ଟ(Comcast) ୬୦ ଦିନ ପାଇଁ ମାଗଣା ୱାଇଫାଇ ପ୍ରଦାନ କରିବାକୁ ଘୋଷଣା କରିଛି । କରୋନା ଭାଇରସ ବ୍ୟାପିବାରୁ ଏମିତି ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା  ଲୋକମାନେ ନିଜ ପ୍ରିୟଜନଙ୍କ ସହ ସମ୍ପର୍କ ରଖିବାରେ  କୌଣସି ଅସୁବିଧା ନହେବ  ।…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ମୃତ ସ୍ବାମୀ ପୁଅ ଗୁରୁତର

ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି। ବିଷ ପିଇ ଜଣେ ମୃତ, ୨ ଗୁରୁତର। ସମ୍ବଲପୁର ଜିଲ୍ଲା କତରାବଗାରେ ଘରୋଇ କଳହରୁ ବିଷ ପିଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା…

ସରକାର ପ୍ରତିଦିନ ଦେବେ କରୋନା ରିପୋର୍ଟ

ଭୁବନେଶ୍ୱର() ଆସନ୍ତା ୬ ମାସ ପର୍ୟ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବ୍ରତ । ଏଥିସହ…