Odia News Portal

ଏହି ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ନିର୍ଭୟାଙ୍କ ମା

ନୂଆଦିଲ୍ଲୀ()ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ଚାଲିଛନ୍ତି। ସେପଟେ ଆଜି ଭାଜପା ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଏଥିରେ ୪ଜଣ ମହିଳାଙ୍କୁ…

ଫେବୃୟାରୀ ୧ରେ ଫାଶି ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କ ଫାଶି ଲାଗି ସାନି ତାରିଖ ଧାର୍ଯ୍ୟ ହୋଇଛି । ଫେବୃୟାରୀ ୧ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ । ଏଥିଲାଗି ପୁନଃ ଡେଥ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ । ଆଜି ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ପରେ ଡେଥ ୱାରେଣ୍ଟ ଜାରି…

ପ୍ରଥମ ସ୍ଥାନରେ ରିଲାଏନ୍ସ ଜିଓ

ନୂଆଦିଲ୍ଲୀ () ତିନି ବର୍ଷ ପରେ ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କଂପାନୀ । ଟ୍ରାଇ ଦ୍ୱାରା ୨୦୧୯ ଜାରି କରାଯାଇଥିବା ତାଲିକାର ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଦ୍ୱିତୀୟ ସ୍ଥାନରେ ଏୟାରଟେଲ ଥିବା ବେଳେ ତୃତୀୟ ସ୍ଥାନକୁ ଖସିଆସିଛି ଭୋଡାଫୋନ ଆଇଡିଆ । ରିପୋର୍ଟ ଅନୁସାରେ…

ଭାରତରେ ଏକ ନିୟୁତ ଡଲାର ବିନିଯୋଗ କରି ଆମାଜନ୍ କୌଣସି ଉପକାର କରୁନାହିଁ: ପିୟୁଷ ଗୋୟଲ୍

ନୂଆଦିଲ୍ଲୀ () ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ଦ୍ବାରା ଭାରତରେ ଏକ ନିୟୁତ ଡଲାରର ଘୋଷଣା ପରେ ପ୍ରତିକି୍ରୟା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ । ସେ କହିଛନ୍ତି ଆମାଜନ ଏଠାରେ ଏକ ନିୟୁତ ଡଲାରର ବିନିଯୋଗ କରୁଛି କିନ୍ତୁ ଯଦି ସେମାନେ ପ୍ରତି…

ଖାରଜ ହେଲା ନିର୍ଭୟା ଦୋଷୀର ରାଜକ୍ଷମା

ନୂଆଦିଲ୍ଳୀ ()ନିର୍ଭୟା ମାମଲାର ଦୋଷୀ ମୁକେଶ୍ ସିଂହର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ।ସୁପ୍ରିମକୋର୍ଟରୁ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ମୁକେଶ୍ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପାଇଁ ଆବେଦନ କରିଥିଲା । ଚାରି ଦୋଷୀ ମୁକେଶ ସିଂ, ବିନୟ…

ବିଜେପିର ନୂଆ ମଙ୍ଗୁଆଳ ସମୀର ମହାନ୍ତି

ଭୁବନେଶ୍ୱର() ବିଜେପିର ସଭାପତି ଭାବେ ଦାୟତ୍ୱ ଗ୍ରହଣ କଲେ ସମୀର ମହାନ୍ତି । ଆଜି ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତିାପ ଷଡ଼ଙ୍ଗୀ, ସାଂସଦ…

ଲୋକମାନଙ୍କ ର ଭଲ ମନ୍ଦ ବୁଝିବା, ଉନ୍ନତି କରିବା ମୋର ଦାଇତ୍ଵ

ଭୁବନେଶ୍ୱର () ଓଡ଼ିଶାର ସାଢେ ୪କୋଟି ଲୋକ ମୋର ପରିବାର , ସେମାନଙ୍କ ର ଭଲ ମନ୍ଦ ବୁଝିବା, ଉନ୍ନତି କରିବା ମୋର ଦାଇତ୍ଵ । ଏଦିଗରେ ଆପଣ ମାନଙ୍କୁ କାର୍ଯ୍ୟ କରିବାକୁ ପଡିବ । ପିଲାମାନଙ୍କ ପାଇଁ ଭଲ ଶିକ୍ଷା, ଲୋକମାନଙ୍କୁ ସ୍ଵାସ୍ଥ୍ୟ, ଭାଇ ଭଉଣୀ ମାନଙ୍କୁ ଚାକିରୀ ଦେବା ହେଉଛି ପ୍ରଥମିକତା…

ଭିଜିଲାନ୍ସ ଜାଲରେ ପୂର୍ବତନ ବିଧାୟକ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ସ୍ଥିତ ଘର, ଏମ୍‌. ରାମପୁରରେ ଥିବା ଏକ ହୋଟେଲରେ ଏକକାଳୀନ ରେଡ୍‌ ଚାଲିଛି । ଜୟପୁର…

କୋବ୍ ପକ୍ଷରୁ ଯାଜପୁରେ ନୂତନ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ପୁରୁଷ ପୋଷାକ ଫ୍ୟାସନ୍ ବ୍ରା୍‌, କୋବ୍ ପକ୍ଷରୁ ଯାଜପୁର ରୋଡ଼ସ୍ଥିତ ର୍ଚୋା ବାଇପାସ୍‌ଠାରେ ଅବସ୍ଥାପିତ ଉତ୍କଳ ସେର ପଏ ମଲରେ ଏହାର ୪୫୦ ମ ତଥା ନୂତନ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ ଅବସରରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଏବଂ ର୍ନିେଶକ…

ଭାରତ ପାଇଁ ‘କର ବା ମର’ ପରିସ୍ଥିତି

ରାଜକୋଟ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ମୁମ୍ବାଇ ଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳ ପାଇଁ ଆଜିର ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ୍‌କୁ ବଞ୍ଚାଇବାକୁ ହେଲେ ଆସନ୍ତା କାଲି ଘରୋଇ ଦଳକୁ ଶ୍ରେଷ୍ଠ…