Odia News Portal

ଆଜି ଲୋକସେଭା ଭବନରେ ଜିଲ୍ଲାପାଳ ସମ୍ମିଳନୀ : ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକସେଭା ଭବନର ନୂଆ କନ୍‌ଭେନସନ ହଲ୍‌ରେ ଅନୁଷ୍ଠିତ ହେବ ଜିଲ୍ଲାପାଳ ସମ୍ମିଳନୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏ ସମ୍ମିଳନୀରେ ସମସ୍ତ ଜିଲ୍ଲାପାଳଙ୍କ ସହ ବିଭାଗୀୟ ସଚିବ ଓ ସମସ୍ତ ଆଇଏସ୍‌ ଅଫିସରମାନେ ଯୋଗ ଦେବେ । ଏ ସମ୍ମିଳନୀରେ ରାଜ୍ୟର…

ଶେଷରେ ନ୍ୟାୟ ପାଇଲେ ଏହି କଳାକାର

ଭାରତରେ କେବଳ ସାଧାରଣ ମହିଳାମାନଙ୍କୁ ନୁହେଁ ବରଂ ବଲିଉଡ୍‌ର ଅଭିନେତ୍ରୀଙ୍କୁ ମଧ୍ୟ ଅନେକ ଥର ମଧ୍ୟ ପବ୍ଲିକ୍‌ଙ୍କ ପାଖରେ ଅସଦାଚରଣର ସାମ୍ନା କରିବାକୁ ପଡିଥାଏ। ଅନେକ ଥର ମଧ୍ୟ ଏହି ଘଟଣା ସୋସିଆଲ ମିଡିଆ ସାହାଯ୍ୟରେ ସାମ୍ନାକୁ ଆସିଥାଏ କିନ୍ତୁ ଅନେକ ଏହି ଘଟଣା କିଛି ଦିନ ପରେ ଦାବି ହୋଇ…

ଟିକଟକ୍ ମୋହରେ ପଡି ଶଳା ଭିଣୋଇ ଦୁର୍ଘଟଣାଗ୍ରସ୍ତ

ବାରମ୍ବାର ସଚେତନ ସତ୍ତ୍ବେ ସୁଧୁରୁନାହାନ୍ତି ଯୁବପିଢୀ। ଗାଡି ଚଳାଇଲାବେଳେ ବିଭିନ୍ନ ପ୍ରକାର ଜୀବନ ହାନି କରୁଥିବା ହରକତ କରି ପଡୁଛନ୍ତି ମୃତ୍ୟୁମୁଖରେ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ। ଟିକଟିକ ନେଲା ଜୀବନ। ଚଳନ୍ତା ଗାଡିରେ ଟିକଟକ…

ସମ୍ମାନିତ ହେଲେ ଜେଏସପିଏଲ କର୍ପୋରେଟ କମ୍ୟୁନିକେସନ ଏଜିଏମ

ଭୁବନେଶ୍ବର : ଓଡ଼ିଆ ଦୈନିକ ଖବରକାଗଜ 'ସ୍ୱାଧିକାର' ର ସପ୍ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ ସ୍ୱାଧିକାରର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ର ରାଶଧ୍ୟାଧିପ ମଙ୍ଗଳ ନକ୍ଷତ୍ରସ୍ଥ ହୋଇ ତୃତୀୟ ଏକାଦଶସ୍ଥ କାରଣରୁ ମନ ଅନୁଯାୟୀ କୈାଣସି କାମ ହୋଇପାରିବ ନାହିଁ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଧ୍ୟାପନା, ଆନୁଷ୍ଠାନିକ କାମ, ପ୍ରଶାସନିକ…

ରେଳ ଦୁର୍ଘଟଣା ଘଟଣା: ୪ ସସପେଣ୍ଡ

କଟକ() କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ୪ ରେଳ କର୍ମଚାରୀ ସସପେଣ୍ଡ ହୋଇଥିବା ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ଡେପୁଟୀ ଷ୍ଟେସନ ମ୍ୟାନେଜର ସସପେଣ୍ଡ ହେବା ସହ ମାଲବାହୀ ଟ୍ରେନ ଗାର୍ଡ ଏବଂ ଏଲଟିଟି ଟ୍ରେନରର ୨ ଡ୍ରାଇଭର…

ନାଚଠୁ ଅଧିକ ଚର୍ଚ୍ଚାରେ ତାରାଙ୍କ କଷ୍ଟ୍ୟୁମ

ଜୟପୁର () ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ପାଳନ ସାଂସ୍କୃତିକ ଉତ୍ସବରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜୟପୁର ବିଧାୟକ,ଟାଉନ ଥାନା ଅଧିକାରୀ ପ୍ରମୁଖ ସାମିଲ ହେ।ଇ ଉତ୍ସବରେ ରଙ୍ଗ ଭରିଦେଇଥିଲେ । ହେଲେ ସବୁଠାରୁ ହଟକେ ଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେଲୁଗୁ କଳାକାରଙ୍କ…

ରାନୁ ମଣ୍ଡଳଙ୍କ ସହ ସମୁଦ୍ର କୂଳରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର() ଅଭିନେତ୍ରୀ ନତାସା ଷ୍ଟେନକୋଭିକ୍ଙ୍କ ସହ ନିକଟରେ ଏନଗେଜମେଣ୍ଟ କରିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ସେମାନଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ତାଙ୍କୁ ଫ୍ୟାନ୍ସ ଖୁବ ଟ୍ରୋଲ କରୁଛନ୍ତି। ତେବେ ଫ୍ୟାନ୍ସ ଏଥିରୁ…

ବିଏସଏନଏଲର ନୂଆ ପ୍ରିପେଡ ପ୍ଲାନ ଅଫର

ନୂଆଦିଲ୍ଲୀ () ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ ।ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ପାଇପାରିବେ ୟୁଜର୍ସ । ଯାହାର ଅବଧି ୩୬୫ ଦିନ ରହିବ । ଏହି ପ୍ଲାନରେ ଭଏସ କଲିଂ ସହ ଡାଟାର ମଧ୍ୟ ସୁବିଧା ପାଇପାରିବେ ୟୁଜର୍ସ । ବିଏସଏନଏଲର ଏହି ନୂଆ ପ୍ଲାନରେ…

ସ୍ୱାଧିକାର ସ୍ୱନକ୍ଷତ୍ର ବିଶେଷାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ସ୍ୱାଧିକାରର ୭ମ ବାର୍ଷିକ ଉତ୍ସବ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଦୈନିକ ସ୍ୱାଧିକାରର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର ଶୁଭକାମନା କରିଛନ୍ତି । ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଏହି…