ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର() ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ସହମତି ଭିତ୍ତିରେ ସମୀର ହେଲେ ରାଜ୍ୟ ବିଜେପିର ମୁଖିଆ । କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଓ ରାଜ୍ୟ ପରିଷଦ ନେତାମାନେ ଶ୍ରୀ ମହାନ୍ତିଙ୍କ ନାଁରେ ମୋହର ମାରିଥିବା ସୂଚନା ମିଳିଛି।…
