Odia News Portal

ପିସିସି ଓ ଏଆଇସିସି ଭିତରେ ରହୁନି ସମନ୍ୱୟ : ସୁର

ଭୁବନେଶ୍ୱର() ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ଚାଲିଛି ଛକାପଞ୍ଝା । ଗତକାଲି ଯୁବ କଂଗ୍ରେସ ବୈଠକରେ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । କଂଗ୍ରେସର କାର୍ୟ୍ୟକାରୀ ସଭାପତି ଲୋକନାଥ ମହାରଥୀ ସଂଗଠନ ସଜାଡିବାକୁ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ବୈଠକ କରୁଥିବାବେଳେ…

ରିଷି କାପୁରଙ୍କ ଭଉଣୀ ତଥା ଅମିତାଭ ବଚନଙ୍କର ସମଦୁଣୀଙ୍କର ଦେହାନ୍ତ

ମୁମ୍ବାଇ() ରିଷି କାପୁରଙ୍କ ଭଉଣୀ ରିତୁ ନନ୍ଦାଙ୍କର ଦେହାନ୍ତ ହୋଇଛି । ବିଗ୍ ବି ନିଜ ଟିଟ୍ୱରେ ତାଙ୍କ ସମଦୁଣୀଙ୍କର ଦେହାନ୍ତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ଅମିତାଭ ବଚନଙ୍କର ଏକ ମାତ୍ର ଝିଅ ଶ୍ୱେତା ନନ୍ଦାଙ୍କର ଶାଶୁ । ତଥା ଅମିତାଭ ବଚନ୍ଙ୍କର ସମଦୁଣୀ । ରିତୁ ନନ୍ଦା ଉଦ୍ୟୋଗପତି…

ଜାଣନ୍ତୁ ଗୁଗଲ୍ର ଡୁଡଲ୍ରେ ଥିବା ବ୍ୟକ୍ତି ଜଣଙ୍କ କିଏ ?

ଭୁବନେଶ୍ୱର(ସ୍ୱାଧିକାର) ଉର୍ଦ୍ଦୁ ଶାୟର୍ କୈଫି ଆଜମୀଙ୍କର ଆଜି ହେଉଛି ୧୦୧ତମ ଜନ୍ମଦିନ। ଏହି ଅବସରରେ ସାରା ଦେଶର ପ୍ରଶଂସକମାନେ ତାଙ୍କୁ ମନେ ପକାଉଛନ୍ତି। ଗୁଗଲ୍ ମଧ୍ୟ ତାଙ୍କ ସମ୍ମାନରେ ତାଙ୍କ ଫଟୋର ଡୁଡଲ୍ ବନାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛି। ଗୁଗଲ୍ ରଖିଥିବା ଫଟୋରେ କୈଫି ଏକ ଧଳା…

ନାବାଳକକୁ ୨୬୦୦୦ ଫାଇନ୍

ଭୁବନେଶ୍ୱର() ଜଣେ ନାବାଳକ ଗାଡ଼ି ଚଳାଇଥିବାରୁ ୨୬,୦୦୦ ଟଙ୍କା ଜୋରିମାନା କରିଛି ପରିବହନ ବିଭାଗ। ବାରଙ୍ଗ ରୋଡ୍ରେ ଜଣେ ନାବାଳକ ବିନା ହେଲ୍ମେଟ୍ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଞ୍ଚ…

ନିର୍ଭୟା ମାମଲା: କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ୪ ଦୁଷ୍କର୍ମକାରୀଙ୍କୁ ଫାଶି ପକ୍କା । ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପି୍ରମକୋର୍ଟ । ବିନୟ ଓ ମୁକେଶଙ୍କ ପକ୍ଷରୁ ଦାୟର ହୋଇଥିଲା ଏହି କ୍ୟୁରେଟିଭ ପିଟିସନ । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଫାଶି ପକ୍କା ହୋଇଯାଇଛି । ଆସନ୍ତା…

ବକେୟା ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ୧୬ରେ ବିଜୁଳି କାଟିବ ସେସୁ

ଭୁବନେଶ୍ୱର () ଆସନ୍ତା ୧୬ରୁ ବିଜୁଳି କାଟିଦେବ ସେସୁ । ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି । ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ ।…

ଉଦଘାଟନ ହେଲା ଲୋକସଭା ଭବନର ସମ୍ମିଳନୀ କକ୍ଷ

ଭୁବନେଶ୍ୱର() ଆଜି ଉଦଘାଟନ ହେଲା ଲୋକସେବା ଭବନର ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ । ସମ୍ମିଳନୀ କକ୍ଷକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଅତ୍ୟାଧୁନିକ ଲାଇବ୍ରେରି ଏବଂ ଏଠାରେ ଥିବା ଫୁଡ଼ ପ୍ଲାଜାରେ ଥରକରେ ୧୦୦ ଜଣ ବସିବା ଭଳି ସୁବିଧା ରହିଛି । ଓଡ଼ିଶାର କଳା, ଐତିହ୍ୟ…

ଏଣିକି +୨ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପାସ କରିବାକୁ ପଡିବ ପ୍ରଥମ ବର୍ଷ

ଭୁବନେଶ୍ୱର() ଏଣିକି +୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପାସ କରିବାକୁ ପଡିବ ପ୍ରଥମ ବର୍ଷର ପରୀକ୍ଷା । ଏଣିକି +୨ ପ୍ରଥମ ବର୍ଷର ପିଲାଙ୍କୁ ଦେବାକୁ ପଡିବ ପରୀକ୍ଷା । ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନଂମ୍ୱର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ପ୍ରଥମ…

ଗୋଟିଏ ସପ୍ତାହରେ ସୁନା କେତେ କମିଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆଜି ସୁନା ଦର ପୁଣି ହ୍ରାସ ପାଇଛି। ପ୍ରତି ୧୦ ଗ୍ରାମ ସୁନାଦର ଗୋଟିଏ ସପ୍ତାହ ମଧ୍ୟରେ ୧,୫୦୦ ଟଙ୍କା ହ୍ରାସ ପାଇଛି । ଟଙ୍କାର ମୂଲ୍ୟ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ସୁଧିରିଛି । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ ସୁନା ଦର ବୃଦ୍ଧି ପାଇବାରେ…

ବନ୍ଧୁକ ଦେଖାଇ, ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କଳାହାଣ୍ଡି : ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଁଇରିପାଲି ଗାଁରେ ଛଅ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟବସାୟୀ ସୌରଭ ଜୈନଙ୍କ ଘରୁ ଡକାୟତି ଅଭିଯୋଗ ହୋଇଛି । ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଛି । ଜୟପାଟଣା…