Odia News Portal

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ମୁମ୍ବାଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଦ୍ବିପ୍ରହର ୨ଟାରୁ ଆରମ୍ଭ ହେବ । ବିରାଟ ବାହିନୀ ପାଇଁ ଏହି ମ୍ୟାଚକୁ ଜିତି ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି ।…

ରହାଗିରି ଓ ଡଟ୍‍ଫେଷ୍ଟକୁ ଭୁଲିଗଲେ କର୍ତ୍ତୃପକ୍ଷ, ସରି ସରି ଆସୁଛି ଶୀତ : ଜନପଥ ଖାଁ ଖାଁ

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଫିଟ୍‍ ରଖିବା ସହିତ ମନୋରଞ୍ଜନ ଯୋଗାଉଥିବା ରାହାଗିରି ଓ ଡଟ୍‍ ଫେଷ୍ଟ କୁ କର୍ତ୍ତୃପକ୍ଷ ଭୁଲିଗଲେ । ଚଳିତବର୍ଷ ଏହି ଦୁଇଟି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିଲା ନାହିଁ । ସ୍ମାର୍ଟ ଜନପଥରେ ଆଉ ରାହାଗିରି ଦେଖିବାକୁ ମିଳୁନାହିଁ କି ଡଟ୍‍ଫେଷ୍ଟର ମଜା…

ଗଞ୍ଜେଇ ଭର୍ତ୍ତି କାର୍‌କୁ ପିଛା କରି ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ, IIC ହେଲେ ଆହତ

କନ୍ଧମାଳ :  ଗଞ୍ଜେଇ ଚୋରାଚାଲଣକାରୀଙ୍କୁ ଧରିବାକୁ ଯାଇ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ରାଇକିଆ ଦେଇ ଏକ ଇଣ୍ଡିଗୋ କାରରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ରାଇକିଆ ଥାନା ଅଧିକାରୀ ଟିମ୍‌ ଧରି ଜଗିରହିଥିଲେ । ପୋଲିସକୁ…

ପିଡିଏସ୍‌ ଚାଉଳ ଜବତ ଘଟଣା, ୪ ଆରପିଏଫ୍‌ ଅଧିକାରୀ ନିଲମ୍ବିତ

ଝାରସୁଗୁଡ଼ା: ଚାଉଳ ଚୋର ଘଟଣାରେ ୪ ଜଣ ଆରପିଏଫ୍‌ ଅଧିକାରୀ ନିଲମ୍ବିତ । ଝାରସୁଗୁଡ଼ା ରାମ ମନ୍ଦିର ପାଖ ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ଝାରସୁଗୁଡ଼ା ତେଳିଭଟ ଅଞ୍ଚଳର ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ କରି ଖୁସୀ ମନେଇବେ। କ୍ରମଶଃ ଖର୍ଚ୍ଚପରିମାଣ ବୃଦ୍ଧି ପାଉଥିବାରୁ ଅର୍ଥସଂକଟ ସଙ୍ଗକୁ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତି ମାନସିକ ସୁସ୍ଥତା ରହିବ ନାହିଁ। ପୂର୍ବପରିକଳ୍ପିତ ଯୋଜନା ଅନୂଯାୟୀ କର୍ମ…

ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆସନ୍ତା ୧୫ ତାରିଖ ଅର୍ଥାତ ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଦିନରେ ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା…

ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି

ଏଣିକି ସପ୍ତାହରେ ୩ ଦିନ ଛୁଟି ଓ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ିବ। ଏଭଳି ପ୍ରସ୍ତାବ ଆଣି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଫିନ୍ଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନ୍। ୩୪ବର୍ଷୀୟ ସନା ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ଏବେ…

ଟିଣ୍ଡର ମାମଲା: ଯୁବକଙ୍କୁ ଜେଲ , ଯୁବତୀଙ୍କୁ ଜାମିନ

ଭୁବନେଶ୍ୱର() ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । ତାସହ ଯୁବତୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଜେଲ ପଠାଯାଇଛି । ତେବେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ…

ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ କମ୍ବଳ ବଣ୍ଟନ 

ଭୁବନେଶ୍ୱର : ସେବା ଓଲଟାଇ ଲେଖିଲେ ବାସେ ବା ବାସନା ହୁଏ । ଶ୍ରୀ ସାଇ ସେବା କରିବା ଦ୍ୱାରା ଆଜି ସାରା ଭାରତବର୍ଷରେ ବାସୁଛନ୍ତି । ତାଙ୍କର ଗୁଣ ଦର୍ଶନକୁ ଅନୁସରଣ କରି ଆଜି ଅନେକ ଭକ୍ତ ସୃଷ୍ଟି ହୋଇଛନ୍ତି । ତାଙ୍କର ମଣିଷଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆପଣେଇବାକୁ ଅତିଥି ତଥା ସାଇଭକ୍ତମାନେ…

ଆଇ.ଏ. ଏସ ବିଜୟଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର() ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ଆଇଏଏସ ବିଜୟ କେତନ ଉପାଧ୍ୟାୟ । ୧ ଲକ୍ଷ ଟଙ୍କା ଲାଂଚ ନେବା…