Odia News Portal

ଚର୍ବି ନିୟନ୍ତ୍ରଣ କରେ କାଜୁ 

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ। ଦିନକୁ ୨-୩ଟି କାଜୁ ଖାଇଲେ ଶରୀରରେ ଶକ୍ତି ବଢିଥାଏ। ଏଥିରେ ପ୍ରଚୁର…

୧୧୨ ଗ୍ରାମ୍ ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା : କମିଶନରେଟ୍ ପୋଲିସର ଚଢାଉ । ୧୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୫ ଗିରଫ। ଜଟଣୀ ପୋଲିସ, ଖଣ୍ଡଗିରି ପୋଲିସ ଓ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ ଆଇଗଣିଆ ଓ ଗଙ୍ଗପଡା ଟୋଲପ୍ଲାଜା ଅଞ୍ଚଳରେ ମିଳିତ ଭାବେ ଚଢାଉ କରିଥିଲା । ୧୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି ।…

‘ଆସ୍କ ମି ଏନିଥିଙ୍ଗ’ ବନାମ ‘ଆଇ ଆମ୍ ଡୁଇଙ୍ଗ ନଥିଙ୍ଗ’

ଭୁବନେଶ୍ୱର : କମିଶନରେଟ୍ ପୋଲିସର ରିଲ୍ ଓ ରିୟଲ ଲାଇଫ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗୋଟିଏପଟେ ହତ୍ୟା ପରେ ହତ୍ୟା ଖବର ଶୁଣି ରାଜଧାନୀବାସୀ ଥରହର ହୋଇ ଉଠୁଥିବାବେଳେ ଅନ୍ୟପଟେ ଟ୍ରାଫିକ୍ ଚେକିଂରେ ସୀମିତ  କମିଶନରେଟ୍ ପୋଲିସ । ଗୋଟିଏ ପଟେ ଲୁଟ୍, ରାହାଜାନୀ, ଦୁଷ୍କର୍ମ, ହତ୍ୟା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ଆଜିର ଆଲୋଚନା ଫଳପ୍ରଦ ହେବା ସହ କୌଣସି ସିଦ୍ଧାନ୍ତ ନେବାରେ ସମର୍ଥ ହେବେ । ପଡୋଶୀଙ୍କ ଅସହିଷ୍ଣୁ ମନୋଭାବରୁ ଟିକିଏ ଟିକିଏ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ…

ବିଶାଖାପାଟ୍ଟନାମରେ ବ୍ୟାଟ୍ସମ୍ୟାନଙ୍କ ପରେ ଚମକିଲେ ଭାରତୀୟ ବୋଲର, ୧୦୭ ରନରେ ହାରିଲା ଓ୍ୱେଷ୍ଟଇଣ୍ଡିଜ୍

ବିଶାଖାପାଟ୍ଟନାମ : ବିଶାଖାପାଟ୍ଟନାମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ଦଳ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି। ଇଣ୍ଡିଜ ଭାରତଠାରୁ ୧୦୭ ରନରେ ପରାସ୍ତ ହୋଇଛି। ୩୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଣ୍ଡିଜ ମାତ୍ର ୪୩.୩ ଓଭରରେ ୨୮୦ ରନରେ ଅଲଆଉଟ…

କ୍ଷୀର ଅପେକ୍ଷା ବିଅର ଶରୀର ପାଇଁ ଲାଭଦାୟକ

ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଆମେ ପ୍ରଥମରୁ ଶୁଣି ଆସୁଛୁ। ହେଲେ ପେଟା ବା ‘ପିପୁଲ୍ ଫର୍ ଦି ଏଥିକାଲ୍ ଟ୍ରିଟ୍ମେଣ୍ଟ ଅଫ୍ ଆନିମଲ୍’ ଏକ ଆଶ୍ଚର୍ୟ୍ୟ କରିଦେବା ଭଳି ତଥ୍ୟ ପ୍ରଦାନ କରିଛି। ତଥ୍ୟଅନୁସାରେ, ‘କ୍ଷୀର ଅପେକ୍ଷା ବିଅର୍ ଶରୀର ପାଇଁ ଭଲ। ଗବେଷଣା ଅନୁସାରେ ବିଅର୍…

ବ୍ୟାଡମିଣ୍ଟନ ମହଲରେ ବିଜୟ ସହ ଉତ୍ସାହ ଭରିଲେ ଓଡ଼ିଶା ଖେଳାଳୀ

     ଓଡ଼ିଶା ସଟଲର ମାନଙ୍କର ବିଜୟପର୍ବ ଆରମ୍ଭ ଭୁବନେଶ୍ୱର: ଉଦଘାଟନ ଦିନର କିଛି ଅସଫଳତା ପରେ ଆୟୋଜକ ଓଡ଼ିଶା ବିଜୟର ସ୍ୱାଦ ପାଇପାରିଛି । ୧୭ ବର୍ଷରୁ କମ ସିଙ୍ଗଲ୍ସରେ ଆୟୁଷ ପଟ୍ଟନାୟକ ଏବଂ ଆୟୁଷ ଦାଶଙ୍କର ଖୁବ୍ ପ୍ରଭାବକାରୀ ପ୍ରଦର୍ଶନ ରହିଛି । ୭ତମ ସିଡ୍ ଆୟୁଷ ପଟ୍ଟନାୟକ ୨୧-୧୨,…

ସୌଭାଗ୍ୟ ଲକ୍ଷ୍ମୀ ଇଣ୍ଟେରିୟର ଡିଜାଇନ ବର୍ଗରେ ଲାକମୀ ଫ୍ୟାଶନ ୱିକ୍ କୁ ମନୋନୀତ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଫ୍ୟାଶନ ଓ ଲାଇଫ୍ଷ୍ଟାଇଲ କାର୍ଯ୍ୟକ୍ରମ ଲାକ୍ମୀ ଫ୍ୟାଶନ ୱିକ୍ରେ ଯୋଗଦେବା ପାଇଁ ଆଇଏନ୍ଆଇଏଫ୍ଡି ଫ୍ୟାଶନ ଓ ଇରେିୟର ଡିଜାଇନ୍ର ଛାତ୍ରଛାତ୍ରୀମାନେ ଆଳିକ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଭୁବନେଶ୍ୱର ସେରରୁ ସୌଭାଗ୍ୟଲକ୍ଷ୍ମୀ ରାଉତ ଇରେିୟର…

ଅମିତ ଶାହଙ୍କୁ ଏମିତି ଟିପ୍ସ ଦେଲେ ଅକ୍ଷୟ

ମୁମ୍ବାଇ()  ଅଭିନେତା ଅକ୍ଷୟ କୁମାର ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍ ସତର୍କ ଥାନ୍ତି ଅକ୍ଷୟ କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ନିର୍ଦ୍ଦେଶକଙ୍କ ସହ ଟାଇମ୍ ଟେବୁଲ୍କୁ ନେଇ ଆଗ କଥାବାର୍ତ୍ତା ହୁଅନ୍ତି। ନିକଟରେ ଅକ୍ଷୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଏକ ଟିପ୍ସ…

ଚାଇଲ୍ଡ ଫଣ୍ଡ ଇଣ୍ଡିଆ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ, ‘ଖିଲତା ବଚପନ୍’ର ଶୁଭାରମ୍ଭ

ଭୁବନେଶ୍ୱର : ଉତ୍ତର ଭାରତରେ ପିଲାମାନଙ୍କୁ ନିଜର ସକାରାତ୍ମକ ବିକାଶ କ୍ଷେତ୍ରରେ ନିୟୋଜିତ କରି ରଖିବା (ଏନ୍ଗେଜ୍), ନିର୍ଭୟରେ ସେମାନଙ୍କ ମନର ଭାବନାକୁ ପରିପ୍ରକାଶ କରାଇବା(ଏକ୍ସପ୍ରେସ୍) ଏବଂ ସେମାନଙ୍କୁ ସଶକ୍ତ କରିବା(ଏମ୍ପାୱାର) କ୍ଷେତ୍ରରେ ସହଯୋଗ କରିବା ପାଇଁ କଳାତ୍ମକ ଶିକ୍ଷାକୁ…