Odia News Portal

କଲେଜରେ ହେବ ଏକ୍ସଟ୍ରା କ୍ଲାସ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() କଲେଜରେ ଯେଉଁମାନଙ୍କ ଉପସ୍ଥାନ କମ ରହିଛି ସେମାନଙ୍କ ସୁବିଧା ପାଇଁ ଏଣିକି କଲେଜରେ ଏକ୍ସଟ୍ରା କ୍ଲାସକୁ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀଙ୍କ ସହ ଦୁର୍ବଳ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଏକ୍ସଟ୍ରା କ୍ଲାସରେ ସାମିଲ କରାଯିବ ବୋଲି…

କମିଲା ପେଟ୍ରୋଲ ଓ ଡିଜେଲ୍ ଦର

ଭୁବନେଶ୍ୱର() କମିଲା ପେଟ୍ରୋଲ ଓ ଡିଜେଲ୍ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମି ୭୪ ଟଙ୍କା ୭୪ ପଇସାରେ ପହଁଚିଥିବା ବେଳେ ଡିଜେଲ ଲିଟର ପିଛା ୭ ପଇସା କମି ୭୪ ଟଙ୍କା ୧ ପଇସାରେ ପହଂଚିଛି । ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମିଥିବାବେଳେ…

ବାହା ନ ହୋଇ ମା’ ହୋଇଛନ୍ତି ଏହି ଆଗଧାଡିର ଅଭିନେତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ସାକ୍ଷୀ ତନ୍ଓ୍ବର।ଆଜି ତାଙ୍କର ଜନ୍ମ ଦିନ । ୪୭ ବର୍ଷ ବୟସରେ ପାଦ ଦେଲେ ସାକ୍ଷୀ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ସାକ୍ଷୀଙ୍କ ବିସୟରେ ଅଧିକକିଛି ... ସୂଚନା ଅନୁସାରେ ଏକ ସାକ୍ଷାତ୍କାରରେ…

ମହଙ୍ଗା ପଡ଼ିଲା ‘ଟିଣ୍ଡର’ ପ୍ରେମ, ବ୍ୟାଙ୍କ ମ୍ୟାନେଜର ସମେତ ୫ ଗିରଫ

ଭୁବନେଶ୍ୱର()  ଭୁବନେଶ୍ୱରରେ ‘ଟିଣ୍ଡର’ ଆପକୁ ନେଇ ବ୍ଲାକମେଲିଂ ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଘଟଣାରେ ଅଭିଯୁକ୍ତ ଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ଅନ୍ୟପଟେ ଅପହରଣ, ଠକେଇ, ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଯୁବତୀ…

ନାଚ ଦେଖି ନାଚିଲେ ବିଧାୟିକା

ସୁନ୍ଦରଗଡ() ନାଚିଲେ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିଲା ଖୁଏଲ ଯାତ୍ରା । ପଶ୍ଚିମ ଓଡିଶାର ଲୁକ୍କାୟିତ କଳା ସଂସ୍କୃତିକୁ ରାଜରାସ୍ତାରେ ପରିବେଷଣ କରୁଥିଲେ ଛାତ୍ରଛାତ୍ରୀ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ…

ଜେଲରୁ ବାହାରିଲେ ପୁଞ୍ଜିଲାଲ୍

ବଲାଙ୍ଗୀର() ଜେଲ୍ରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ଘଟିଥିଲା। ପୁଞ୍ଜିଲାଲ ସମ୍ପ୍ରତି ଗିରଫ ହୋଇ ବଲାଙ୍ଗୀର ଜେଲରେ ଥିଲେ।…

ଏଣିକି ପ୍ରତି ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବକ୍ସ

ଭୁବନେଶ୍ୱର() ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ୟ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ…

ବିବେକାନନ୍ଦଙ୍କର ଜୟନ୍ତୀକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ ହୋଇଥାଏ

ନୂଆଦିଲ୍ଲୀ() ଆଜି (ଜାନୁଆରୀ ୧୨) ବିବେକାନନ୍ଦ ଜୟନ୍ତୀ । ତାଙ୍କର ଜୟନ୍ତୀକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ସ୍ୱାମୀ ବିବେକାନନ୍ଦ କହିଥିଲେ, ଯୁବ ପୀଢ଼ି ଉପରେ ମୋର…

ସିଏଏ ନାଗରିକତା ଦେବାର ଆଇନ ଛଡାଇବାର ନୁହେଁ : ପ୍ରଧାନମନ୍ତ୍ରୀ

ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସିଏଏ ନାଗରିକତା ଦେବାର ଆଇନ ଛଡାଇବାର ନୁହେଁ। ହାୱଡାସ୍ଥିତ ବେଲୁର ମଠରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । କାର୍ଯ୍ୟକ୍ରମରେ ୫ରୁ ୬ ହଜାର ଯୁବକ ସାମିଲ ହୋଇଛନ୍ତି । ଏହି ଅବସରରେ…

ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା

ମୁମ୍ବାଇ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱ କପ୍‌ ପାଇଁ ଆଜି ଭାରତୀୟ ମହିଳା ଦଳର ଖେଳାଳି ତାଲିକା ଘୋଷଣା କରାଯାଇଛି । ହରମନପ୍ରତୀ କୌର ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି । ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।…