Odia News Portal

କାହିଁକି ହିନ୍ଦୁରୁ ମୁସଲମାନ ହୋଇଥିଲେ ରହମାନ୍? ଜାଣନ୍ତୁ …

ମୁମ୍ବାଇ() ସମଗ୍ର ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା ଏଆର୍ ରହମାନ୍। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବେଶ୍ ଅଧିକ ଖ୍ୟାତି ରହିଛି। ତେବେ ଆସନ୍ତୁ ଜାଣିବା ହିନ୍ଦୁରୁ କାହିଁକି ମୁସଲମାନ୍ ହେଲେ ରହମାନ ? ରହମାନ୍ ୧୯୬୭ ଜାନୁଆରୀ ୬ରେ ଚେନ୍ନାଇଠାରେ ଏକ ହିନ୍ଦୁ…

ଭଦ୍ରକବାସୀଙ୍କ ପାଇଁ ନବୀନଙ୍କ ବଡ ଘୋଷଣା

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତି କରିଛନ୍ତି । ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ଫିଡବ୍ୟାକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ନିମ୍ନୋକ୍ତ…

ପଦୋନ୍ନତି କ୍ଷେତ୍ରରେ ରେକର୍ଡ, ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର() ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ ଟି ଜିଲ୍ଲାରେ ଗ୍ରୁପ-ଏ ଠାରୁ ଆରମ୍ଭ କରି ଗ୍ରୁପ-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି । ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା…

ବଢିଲା ବସ ଭଡା

ଭୁବନେଶ୍ୱର() ଅଟୋମେଟିକ ମେକାନିଜିମରେ ବଢିଲା ବସ ଭଡା । ଅର୍ଡିନାରି ବସ କିଲୋମିଟାର ପିଛା ଥିଲା ୬୯ ପଇସା ହେଲେ ଏବେ ୭୦ ପଇସା ହେଲା । ଏକ୍ସପ୍ରେସ ବସ ଭଡା ଥିଲା ୭୨ ପଇସା ହେଲେ ଏବେ ୭୩ ପଇସା ହେଲା । ଡିଲକ୍ସ ବସ ଭଡା ଥିଲା ୯୯ ପଇସା ହେଲେ ଏବେ ୧ ଟଙ୍କା ୧ ପଇସା ବଢିଲା । ସେହିପରି ଡିଲକ୍ସ…

ୱାଇଫାଇ ହେବ ବିଧାନସଭା

ଭୁବନେଶ୍ୱର() ଆଗାମୀ ୨୦ ଦିନ ମଧ୍ୟରେ ପୂରା ବିଧାନସଭା ହେବ ୱାଇଫାଇ । ଏଣିକି ବିଧାନସଭାରେ ସମସ୍ତ ଫାଇଲ ଅନଲାଇନ ଯୋଗେ ହେବ ଆଦାନପ୍ରଦାନ । ଏନେଇ ଆଜି ନେଭା ଓ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଲୋଚନା କରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ନୂଆଦିଲ୍ଲୀ() ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଆସନ୍ତା ଫେବୃୟାରୀ ୮ ତାରିଖରେ ହେବ ଦିଲ୍ଲୀରେ ଭୋଟିଂ ଏବଂ ୧୧ ତାରିଖରେ ହେବ ଭୋଟ ଗଣତି ।ତେବେ ନିର୍ବାଚନ ପାଇଁ ଆସନ୍ତା ଜାନୁୟାରୀ ୨୧ ହେଉଛି ନାମାଙ୍କନ ଭରିବାର ଶେଷ ତାରିଖ । ଦିଲ୍ଲୀରେ ମୋଟ ୭୦ ଆସନ…

ମୋଦିଙ୍କ ଇସାରାରେ ହୋଇଛି ଜେଏନ୍ୟୁ ହିଂସା

ନୂଆଦିଲ୍ଲୀ()  ଜେଏନ୍ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି। ଗୁଣ୍ଡାଙ୍କ ଦ୍ୱାରା ମାଡ଼ପିଟି କରି…

ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ: ନବୀନ

ଭୁବନେଶ୍ୱର() ଜେଏନୟୁରେ ଛାତ୍ରଛାତ୍ରୀ ଆକ୍ରମଣ ଘଟଣାକୁ ନେଇ ତୀବ୍ର ହେବାରେ ଲାଗିଛି ରାଜନୀତି । ସେପଟେ ଜେଏନୟୁରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତିି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି…

୮ରେ ଭାରତ ବନ୍ଦ

ନୂଆଦିଲ୍ଲୀ()  ଜାନୁଆରି ୮ ତାରିଖରେ ଦିଆଯାଇଛି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ।ଏନଡିଏ ସରକାରଙ୍କ ‘ଦମନକାରୀ ନୀତି’ ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ କହିଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ…

ବାଳାଶ୍ରମରେ ନିଜ ଜନ୍ମଦିନ ପାଳିଲେ ଏସ ପି ଚରଣ ସିଂ

ଯାଜପୁର ରୋଡ  : ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ ସିଂ ମୀନା ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହ ନିଜର ଜନ୍ମଦିନ ମନାଇବାକୁ ଶ୍ରି ମୀନା ସନ୍ଧ୍ୟାରେ ବାଳାଶ୍ରମରେ ସପରିବାରେ ପହଂଚି ପିଲା ମାନଙ୍କ ସହ ସମୟ ଅତିବାହିତ…