Odia News Portal

ସମାଲୋଚନା କରି ଅପମାନିତ ହେଉଛନ୍ତି ରାଜ୍ୟ ବିଜେପି ନେତା

ଭୁବନେଶ୍ୱର : କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନେ କଥା କଥାରେ ସରକାରଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତିା ଆଇନ୍‍ ଶୃଙ୍ଖଳା ହେଉ କିମ୍ବା ଖୋଦ୍‍ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପୁରସ୍କୃତ କରିବା ହେଉ, ରାଜ୍ୟ ବିଜେପି ନେତାମାନେ ଯେଭଳି ସମାଲୋଚନା ଛକି ବସିଛନ୍ତି । ହେଲେ…

ଆଜି ଆପଣଙ୍କ ରାଶି କଣ, ଆସନ୍ତୁ ଜାଣିବା

ମେଷ ପାରିବାରିକ ସମସ୍ୟା ସମାଧାନକରି ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲକରିବେ। ଭାଗ୍ୟସ୍ଥ ଚନ୍ଦ୍ର ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଅଫିସରେ ଜଣେ ଅଧସ୍ତନ କର୍ମଚାରୀ…

ଜାନୁଆରୀ ୫ରୁ ପୁରୀରେ ୨୬ତମ ପୁସ୍ତକ ମେଳା 

ପୁରୀ : ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳା ଶରଧାବାଲିଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସାହିତି୍ୟକ ସୁବିଦ୍ୟା ଦେବୀ, ଗବେଷକ ଡ.ସୁନୀଲ ରଥ, ବିଜୟ ପ୍ରକାଶନ ସଂସ୍ଥା ଏବଂ ରାଜକିଶୋର ମିଶ୍ରଙ୍କୁ ଆଜୀବନ…

ଏହି ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ରାଜଭବନ’ ଉଦ୍ୟାନ

ଭୁବନେଶ୍ୱର : ରାଜଭବନ ପରିସରରେ ଥିବା ଉଦ୍ୟାନ ଆଗାମୀ ୫ ରୁ ୧୯ ତାରିଖ ପର‌୍ୟ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରଖାଯିବ। ଏ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ପ୍ରଦାନ କରିଛନ୍ତି। ସାଧାରଣ ଦର୍ଶକମାନେ ଶନିବାର ଓ ରବିବାର ମଧ୍ୟ ଅପରାହ୍ନ ୨ଟା ୩୦…

ଶିକ୍ଷକତାକୁ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ।…

ଚିଦାମ୍ବରମଙ୍କୁ ପୁଣି ED ଜେରା

ନୂଆଦିଲ୍ଲୀ()  ପୁଣି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଇଡିର ଜେରା । ଏୟାର ଇଣ୍ଡିଆ ଲାଗି ଏୟାରବସ୍ ଓ ବୋଇଂ ବିମାନ କିଣାରେ ହୋଇଥିବା ହେରଫେର ନେଇ ପଚରା ଉଚରା କରାଯାଉଥିବା ଜଣାପଡିଛି। ଗତ ୟୁପିଏ ସରକାର ସମୟରେ ଏୟାର ଇଣ୍ଡିଆ ଲାଗି…

Airtel କଲା ବଡ ଘୋଷଣା ,ଗ୍ରାହକଙ୍କ ପାଇଁ ଆଣିଲା ଦମଦାର ପ୍ଲାନ

ନୂଆଦିଲ୍ଲୀ() ବଜାରକୁ ଦମଦାର ପ୍ଲାନ ଆଣିଛି ଭାରତୀୟ ଟେଲିକମ ସଂସ୍ଥା ଏୟାରଟେଲ । ଟେଲିକମ ସଂସ୍ଥା ଏୟାରଟେଲ ମାତ୍ର ୨୭୯ ଓ ୩୭୯ଟଙ୍କାର ଦୁଇଟି ପ୍ରିପେଡ ପ୍ଲାନ ଆଣିଛି । ଦୁଇଟି ପ୍ଲାନ ଦ୍ବାରା କିଣିବା ଦ୍ବାରା ଆପଣମାନଙ୍କୁ ଜୀବନ ବୀମା ସହ କ୍ୟାସବ୍ୟାକ ଭଳି ଅଫର ରହିଛି । ୨୭୯ ଟଙ୍କାର…

କୁହୁଡି ଯୋଗୁଁ ଟ୍ରେନ ବାତିଲ ହେବା ସମ୍ଭାବନା

ନୂଆଦିଲ୍ଲୀ() ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ର ପରେ ଓ ଭୋର ସମୟରେ ଘନ କୁହୁଡିର ଆଶଙ୍କା କରିବା ସହ ପୂର୍ବ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ଯାତ୍ରୀମାନଙ୍କର ଯାତ୍ରାସମୟରେ ଦୁର୍ଦଶା କୁ ନଜରରେ ରଖି ପୂର୍ବତଟ ରେଳପଥ ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଖେଲୋ ଇଣ୍ଡିଆରେ ପଦାର୍ପଣ କରିବ ଓଡ଼ିଶା ଲନ୍‌ ବଲ୍‌ ଦଳ

ଭୁବନେଶ୍ବର : ଭାରତୀୟ ବୋଲିଂ ସଂଘ (ବିଏଫଆଇ) ଅଧିନରେ ପରିଚାଳିତ ଖେଳ ‘ଲନ୍‌ ବଲ୍‌’ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସାମିଲ ହୋଇଛି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣ ଆସାମର ଗୌହାଟୀରେ ଆସନ୍ତା ଜାନୁଆରି ୧୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…

ପୋଷ୍ଟ ହେଉ ହେଉ ୯ ଲକ୍ଷ ଲୋକ ଦେଖିସାରିଲେଣି, ଦେଖନ୍ତୁ ଭିଡିଓ

ମୁମ୍ବାଇ()ସୁସ୍ମିତା ସେନ୍ଙ୍କ ଏକ ପ୍ରାକ୍ଟିସ୍ ଭିଡିଓ ଏବେ ଇଂଷ୍ଟାରେ ଖୁବ୍ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ ହେବା ପରଠାରୁ ଏପର୍ୟ୍ୟନ୍ତ ୯ ଲକ୍ଷରୁ ଅଧିକ ଫଲୋର୍ସ ଦେଖିସାରିଲେଣି। ଭିଡିଓରେ ସୁସ୍ମିତା ତାଙ୍କ ଦୁଇ ଝିଅଙ୍କୁ ନାଚ ଶିଖାଉଥିବାର ଦେଖାଯାଇଛି। ଏଥିରେ ସୁସ୍ମିତା ନିଜେ ପ୍ରାକ୍ଟିସ୍…